ଗାଲାତିୟ 2:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ଆଗ୍ତୁ ସେ ଜିଉଦି ନଇଲା ଲକ୍ମନର୍ ସଙ୍ଗ୍ କାଇତେରଇଲା, ମାତର୍ ଜେଡେବଲ୍ ଜାକୁବ୍ ପାଟାଇରଇବା ଲକ୍ମନ୍ ତେଇ ଆଇଲାଇ, ତେଇ ମିସିକରି କାଇବାଟା ଚାଡି ବିନେ ରଇଲା । ଜନ୍ ଜିଉଦି ବିସ୍ବାସିମନ୍ ଜିଉଦି ନଇଲାଟାମନ୍କେ ସୁନତ୍ ଉଆ ବଲି ବାଦିଅ କର୍ତେରଇଲାଇ, ସେମନ୍କେ ଡରି ପିତର୍ ଏନ୍ତି କଲା । အခန်းကိုကြည့်ပါ။ |
ନେତା ଇସାବେ ଏଜାଇଅଇରଇବା ଜାକୁବ୍, ପିତର୍ ଆରି ଜଅନ୍, ଉଁ ବଲି ମାନି ଅଇରଇଲାଇ ଜେ, ପରମେସର୍ ମକେ ଏ ମୁକିଅ କାମର୍ ଦାଇତ୍ ଦେଲାଆଚେ । ସେଟାର୍ ପାଇ ସେମନ୍ ମକେ ଆରି ବର୍ନବାକେ, ଆମେ ମିସିକରି କାମ୍ କରୁବଲି ଗଟେକ୍ ଚିନ୍ ଇସାବେ ଆତ୍ ମିଲାଇଲାଇ । ବର୍ନବା ଆରି ମୁଇ ଜିଉଦି ନଇଲା ଲକ୍ମନର୍ ବିତ୍ରେ ଆରି ସେମନ୍ ଜିଉଦିମନର୍ ବିତ୍ରେ କାମ୍ କର୍ବୁ ବଲି ରାଜି ଅଇରଇଲୁ ।