2 ଆରି ଏଟା ଗାଲାତିୟ ମଣ୍ଡଲିତେଇ ରଇବା ତମର୍ପାଇ ମର୍ ଚିଟି । ଜନ୍ ବିସ୍ବାସି ବାଇବଇନିମନ୍ ମର୍ ସଙ୍ଗ୍ ଆଚତ୍, ସେମନ୍ ମିସା ମର୍ ସଙ୍ଗ୍ ଜୁଆର୍ ଜାନାଇଲାଇନି ।
ପାଉଲ୍ ଆରି ସିଲା, ସିରିଆ ଆରି ସିଲିସିଆଇ ବୁଲି ବୁଲି କରି ତେଇର୍ ମଣ୍ଡଲିମନ୍କେ ଡାଟ୍ କରାଇଲାଇ ।
ତେଇ କେତେ ଦିନ୍ ରଇଲା ପଚେ, ସେ ଆରି ତରେକ୍ ଜିବାଟା ଆରାମ୍ କରି ଗାଲାତିଅ ଆରି ପିରିଜିଆ ବାଟ୍ଦେଇ ଗାଲା । ବାଟେ ବିସ୍ବାସିମନ୍କେ ବିସ୍ବାସେ ଡାଟ୍ ଅଇରଇବାକେ ସାଆସ୍ ଦେଲା ।
ଜିଉଦା, ଗାଲିଲି ଆରି ସମିରଣେ ରଇବା ମଣ୍ଡଲିମନର୍ ପାଇ ସେବେଲା ଗଟେକ୍ ସାନ୍ତିର୍ ବେଲା ରଇଲା । ସୁକଲ୍ ଆତ୍ମା ସେମନର୍ ସଙ୍ଗ୍ ରଇଲା ଜେ ଲକ୍ମନ୍ ଦିନ୍କେଦିନ୍ ଅଦିକ୍ ଅଦିକ୍ ଅଇ ଡାଟ୍ ଅଇଲାଇ । ଜିସୁକେ ବିସ୍ବାସ୍କର୍ବା ଲକ୍ମନ୍, ମାପ୍ରୁକେ ଡରିକରି ଆରି ମାନିକରି ଜିଇତେ ରଇଲାଇ ।
ଜିଉଦା ମଣ୍ଡଲିର୍ ବିସ୍ବାସିମନ୍କେ ଡାବୁ ସାଇଜ କର୍ବା ବିସଇ ମୁ ଲେକ୍ଲିନି । ମୁ ଗାଲାତିଅ ମଣ୍ଡଲିମନ୍କେ ଜାଇଟା କର୍ବାକେ ଆଦେସ୍ ଦେଲିଆଚି, ସେ ଆଦେସ୍ ଡାଁଟ୍ ସଙ୍ଗ୍ କର୍ବାର୍ଆଚେ ।
ଏ ବକୁଆ ଗାଲାତିଅମନ୍ ! କେ ତମ୍କେ ଏନ୍ତାରି ବୁଲ୍ ସିକିଆ ଦେଇ ଚଟ୍ପଟ୍ କରାଇଲାନି ? ତମର୍ ମୁଆଟେ ତା କୁର୍ସେ ମରିରଇବା ଜିସୁ କିରିସ୍ଟର୍ ବିସଇ ଅର୍ସା ସଙ୍ଗ୍ ବାତାଇ ଦେଇଆଚୁ ।
ତମେତା ଜାନିଆଚାସ୍, ତିମତି ନିଜ୍କେ ସତ୍ବାବେ କାମ୍ କର୍ବା ଲକ୍ ପାରା ଦେକାଇଅଇଆଚେ । ସେ ଜେନ୍ତିକି ଗଟେକ୍ ପଅ, ତାର୍ ବାବା ସଙ୍ଗ୍ ସେବା କର୍ସି, ସେନ୍ତାରିସେ ସେ ମର୍ସଙ୍ଗ୍ ସୁବ୍କବର୍ ଜାନାଇବା କାମେ ମିସିଆଚେ ।
କିରିସ୍ଟ ଜିସୁକେ ବିସ୍ବାସ୍ କର୍ବା ପର୍ମେସରର୍ ସବୁ ଲକ୍ମନ୍କେ ଜୁଆର୍ କରା । ମର୍ସଙ୍ଗ୍ ରଇବା ଆମର୍ ବିସ୍ବାସି ବାଇବନିମନ୍ ତାକର୍ ଜୁଆର୍ ଜାନାଇଲାଇନି ।