ଏପିସିୟ 5:4 - ସତିଅର୍ ବାଟ୍ ନୁଆ ନିୟମ୍ 20204 ସେନ୍ତାରିସେ ଜନ୍ଟାକି ଲଡାକେ ନ ଆଇବା ଗୁନ୍ଚଲନ୍, କି କାରାପ୍ କାତା, ଲାଜ୍ କର୍ବା କାତା କି ଟାପ୍ରା କାତା ତମର୍ଟାନେ ନ ଡିସ । ଏଟାମନ୍ ତମର୍ଟାନେ ରଇବାଟା ଟିକ୍ ନଏ । ତାର୍ବାଦୁଲେ ତମେ ପର୍ମେସର୍କେ ଦନିଅବାଦ୍ ଦେବା କାତା କୁଆ । အခန်းကိုကြည့်ပါ။ |
ସେମନ୍ ସମ୍ଦୁରର୍ ଲଅଡି ଜେନ୍ତି ପେପୁଲ୍ ବାର୍କର୍ସି, ସେ ପେପୁଲ୍ପାରା ତାକର୍ ଲାଜର୍ ଚଲାଚଲ୍ତି ଡିସ୍ସି । ଆକାସର୍ କେତେକ୍ କେତେକ୍ ତାରାମନ୍ ଜେନ୍ତି ତାକର୍ ପାଇ ରଇବା ଜାଗାଇ ନ କିନ୍ଦ୍ରିକରି ବିନ୍ବାଟେ ବୁଲ୍ତେରଇବାଇ, ସେମନ୍ ସମାନ୍ ସେନ୍ତାରିସେ । ପର୍ମେସର୍ ସେମନର୍ପାଇ ଗଟେକ୍ ବଡ୍ ଗଇରି ରଇବା ଆନ୍ଦାରର୍ ଜାଗା ସଙ୍ଗଇଆଚେ । ଜନ୍ତିକି ସେମନ୍ ସବୁଦିନର୍ପାଇ ରଇବାଇ ।