24 ତେବର୍ପାଇ ମଣ୍ଡ୍ଲି ଜେନ୍ତାର୍ କିରିସ୍ଟକେ ସର୍ପି ଅଇସି, ସେନ୍ତାରି ଏ ମାଇଜିମନ୍, ତମେ ମିସା ସବୁ ବିସଇତେଇ ତମର୍ ମନସ୍ମନର୍ ଟାନେ ସର୍ପି ଅଇବାର୍ଆଚେ ।
ତାର୍ପଚେ ସେ ସତୁରି ଲକ୍ ବାଉଡି ଆଇଲାଇ ଆରି ସାର୍ଦାଅଇକରି କଇଲାଇ, “ମାପ୍ରୁ, ତମର୍ ନାଉଁ ଦାରି ଆଦେସ୍ ଦେଲେ ଡୁମାମନ୍ମିସା ଆମର୍ କାତା ମାନ୍ଲାଇନି ।”
କାଇକେବଇଲେ କିରିସ୍ଟ ଜେ କି ତାର୍ ଗାଗଡ୍ପାରା ରଇବା ମଣ୍ଡଲିର୍ ନେତା ଆଚେ, ସେନ୍ତାରିସେ ମୁନୁସ୍ ମିସା ତାର୍ ମାଇଜିର୍ ନେତା ଆଚେ । କିରିସ୍ଟସେ ତାର୍ ମଣ୍ଡଲିକେ ରକିଆ କଲାଆଚେ ।
ଏ ମୁନୁସ୍ମନ୍, କିରିସ୍ଟ ଜେନ୍ତାର୍ ମଣ୍ଡ୍ଲିକେ ଆଲାଦ୍ କରି, ତାକେ ସୁକଲ୍ କର୍ବାକେ ନିଜେ ସର୍ପିଅଇଲା, ସେନ୍ତାରିସେ ତମେ ମିସା ନିଜର୍ ମାଇଜିମନ୍କେ ଆଲାଦ୍କରା ।
ସାରାସାରି ତମେ ଗଟେକ୍ ଗଟେକ୍ ଲକ୍ ନିଜେ ନିଜେ ଆଲାଦ୍ ଅଇଲାପାରା ନିଜର୍ ନିଜର୍ ମାଇଜିକେ ସେନ୍ତାରି କର୍ବାର୍ ଆଚେ । ଆରି ମାଇଜିମନ୍ ତାକର୍ ମୁନୁସ୍ମନ୍କେ ସନ୍ମାନ୍ ଦେବାର୍ ଆଚେ ।
ଏ ପିଲାଟକିମନ୍, ତମର୍ ଆୟାବାବାର୍ କାତା ମାନିକରି ରୁଆ । ସେଟା ପର୍ମେସର୍କେ ସାର୍ଦା କରାଇସି ।
ଏ ଗତିଦାଙ୍ଗ୍ଡାମନ୍, ତମେ କରିରଇବା ସବୁକାମ୍ଟାନେ ତମର୍ ଜଗତେରଇବା ସାଉକାର୍ମନର୍ କାତା ମାନିକରି ରୁଆ । ସେମନ୍ ତମର୍ କାମ୍ ଦେକି ବଲ୍ ବଲ୍ବାକେ ନାଇ ମାତର୍ ମାପ୍ରୁକେ ଡରିକରି ସତ୍ ମନେ ରଇ ସବୁ କାମ୍ କରା ।
ତୁଇ ନିଜେ ସବୁ ବିସଇଟାନେ ନିକ ଚଲାଚଲ୍ତି କର୍ । ଜେନ୍ତାରି କି ତକେ ଦେକିଦେକି ଦାଙ୍ଗ୍ଡାମନ୍ ସେନ୍ତାରି ଅଇବାଇ । ସିକାଇଲାବେଲେ, ମନ୍ ସତ୍ ରଇକରି ଲକ୍ମନର୍ ମୁଆଟେ ସନ୍ମାନ୍ ପାଇଲାପାରା ପର୍ମେସରର୍ ବିସଇ ସିକା ।
ତର୍ ମଣ୍ଡଲିମନ୍କେ ରଇବା ଗତିଦାଙ୍ଗ୍ଡାମନ୍କେ ତାକର୍ ସାଉକାର୍ମନ୍କେ ମାନିକରି ରଇବାକେ ସିକା । ତାକର୍ କର୍ବା କାମ୍ ଦେକି ସାଉକାର୍ମନ୍ ସାର୍ଦା ଅଅତ୍ ଆରି ସାଉକାର୍ମନ୍କେ ସେମନ୍ ଟଣ୍ଡ୍ ନ ଲାଗାଅତ୍ ।