ଏପିସିୟ 4:13 - ସତିଅର୍ ବାଟ୍ ନୁଆ ନିୟମ୍ 202013 ଏନ୍ତାରି ଅଇ ଆମେ ସବୁ ବିସ୍ବାସେ ବଡିକରି ଆରି ପର୍ମେସରର୍ ପଅକେ ଜାନିକରି, ସିଦ୍ ଅଇବୁ । ଆମେ ଜେନ୍ତାରିକି ପୁରାପୁରୁନ୍ କିରିସ୍ଟର୍ ପାରା ଅଇବୁ । ସେ ପୁରାପୁରୁନ୍ ସିଦ୍ ଆଚେ । အခန်းကိုကြည့်ပါ။ |
ଏ ସବୁ ବିସଇ ତମ୍କେ ଆତ୍ମା ଇସାବେ ସାର୍ଦା କରାଇବାପାଇ ମୁଇ କଲିନି । ଜେନ୍ତାରିକି ତମେ ଗଟେକ୍ ମନ୍ ଅଇକରି ଆଲାଦ୍ କରାକରି ଅଇସା । ତମେ ପୁରାପୁରୁନ୍ ବୁଜ୍ବାବେଲେ ବେସି ଆସା ଆରି ସାର୍ଦା ଅଇରଇସା । ଜଦି ତମ୍କେ ଏ ଆସା ରଇଲେ, ପର୍ମେସର୍ ଜଜ୍ନା କଲାଟା ଜାନିପାରାସ୍ । ସେ ଆସା ପୁର୍ବେ ରଇଲା ଲକ୍ମନ୍କେ ଜାନାଇ ନ ରଇଲା । ସେଟା ନିଜେ କିରିସ୍ଟର୍ ବିସଇସେ ।
ତାର୍ ମଇମା ଆରି ଦରମର୍ ଲାଗି ସେ ଆମ୍କେ ବେସି ବଡ୍ ଆରି ବେସି ମୁଲିଅ ରଇବା ଦାନ୍ ଦେଲାଆଚେ । କିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନ୍ ଜେନ୍ତିକି କାରାପ୍ ବିସଇ କର୍ବାକେ ମନ୍ କର୍ବାଇ, ସେନ୍ତାରି ମନ୍କର୍ବା ଟାନେଅନି ମୁକ୍ଲାଇବାକେ ସେ ଆମ୍କେ ଏନ୍ତାରି କଲାଆଚେ । ଏ ସବୁ ବିସଇ ତାକର୍ ମନ୍କେ ନସାଇସି । ମାତର୍ ତମେ ପର୍ମେସରର୍ ପାରା ଦରମ୍ ଅଇପାର୍ସା ।