ଏପିସିୟ 3:5 - ସତିଅର୍ ବାଟ୍ ନୁଆ ନିୟମ୍ 20205 ଆଗର୍ ଲକ୍ମନ୍କେ ଏ ଟିକିନିକି ବିସଇ ନ କୁଆଅଇ ରଇଲା । ମାତର୍ ଏବେ ତାର୍ ଆତ୍ମା ଦେଇ, ସେ ବାଚି ରଇବା ତାର୍ ସୁକଲ୍ ପେରିତ୍ମନ୍କେ ଆରି ବବିସତ୍ବକ୍ତାମନ୍କେ ସେ ଜାନାଇଲା ଆଚେ । အခန်းကိုကြည့်ပါ။ |
ସେଟାର୍ ପାଇ ମୁଇ ତମ୍କେ କଇଲିନି, ତମର୍ ଲଗେ ବବିସତ୍ବକ୍ତାମନ୍କେ, ସିକାଇବା ଗୁରୁମନ୍କେ ଆରି ଗିଆନ୍ ରଇବା ବଡ୍ ଲକ୍ମନ୍କେ ମୁଇ ପାଟାଇବି । ତାକର୍ ବିତ୍ରେଅନି ତମେ କେତେ ଲକ୍କେ ମରାଇସା, କେତେ ଲକ୍କେ କୁର୍ସେ ଚଗାଇସା, ଆରି ବାକି ଲକ୍ମନ୍କେ ପାର୍ତନା ଗରେଅନି କର୍ଡା ସଙ୍ଗ୍ ମାରି ମାରି ଗଟେକ୍ ନଅରେ ଅନି ଆରିଗଟେକ୍ ନଅରେ କେଦି ଦେଇସା ।