20 ପର୍ମେସର୍ ଜେକି ଆମେ ତାକେ ମାଙ୍ଗ୍ବା ତେଇଅନି କି ଚିନ୍ତା କର୍ବା ତେଇଅନି ଅଦିକ୍ କରିପାର୍ସି, କାଇକେ ବଇଲେ ତାର୍ ବଡ୍ ବପୁ ସଙ୍ଗ୍ ସେ ଆମର୍ ବିତ୍ରେ କାମ୍ କରି ଆଇଲାନି ।
ଅବ୍ରାଆମ୍ ଆମର୍ ପୁର୍ବର୍ ଆନିଦାଦି ବଲି କଇଲେ ତମ୍କେ ପର୍ମେସର୍ ଦେବା ଡଣ୍ଡ୍ ନ ମିଲେ ବଲି ବାବା ନାଇ । ମୁଇ ତମ୍କେ କଇଲିନି, ପର୍ମେସର୍ ପାକ୍ନାତେଇ ଅବ୍ରାଆମର୍ ବଁସ୍ ତିଆର୍ କର୍ସି ।
ଚର୍, ଚରାଇବାକେ, ମରାଇବାକେ, ଆରି ନାସ୍ କର୍ବାକେସେ ଆଇସି, ମାତର୍ ମୁଇ ଜେନ୍ତିକି ସେମନ୍କେ ପୁରାପୁରୁନ୍ ଜିବନ୍ ଦେବାକେ ଆଇଲି ଆଚି ।”
ଆସା, ପରମେସର୍କେ ଡାକ୍ପୁଟା କରୁ । ମୁଇ ଜାନାଇତେରଇବା ଜିସୁ କିରିସ୍ଟର୍ ବିସଇର୍ ସୁବ୍ କବର୍ ଆରି ଜୁଗ୍ ଜୁଗ୍ ଦାରି ଲୁଚି ରଇବା ଟିକିନିକିର୍ ସତ୍ ଇସାବେ ରଇବା ତମର୍ ବିସ୍ବାସ୍ ପରମେସର୍ ଡାଟ୍କରି ସଙ୍ଗଇବାକେ ପାରେ ।
“ପରମେସର୍ ଜନ୍ କାତା ଦେଇରଇଲା, ସେଟା ସେ କର୍ସି ଆକା ବଲି ଡାଟ୍ସଙ୍ଗ୍ ବିସ୍ବାସ୍ କଲା ।”
ଜେନ୍ତାରି କି ସାସ୍ତରେ ଲେକା ଆଚେ, ଜନ୍ଟାକି କାର୍ ଆଁକି କେବେ ଦେକେନାଇ, କାର୍ କାନ୍ କେବେ ସୁନେ ନାଇ ଆରି କେ ମିସା କେବେ ବାବି ନ ରଅତ୍, ସେ ସବୁ ବିସଇ, ପର୍ମେସର୍ ଜନ୍ ଲକ୍ମନ୍କେ ଆଲାଦ୍ କଲାନି, ତାକର୍ପାଇ ତିଆର୍ କଲାଆଚେ ।
ଆରି ତମ୍କେ ଜେତ୍କି ଲଡା ଆଚେ, ତାର୍ତେଇଅନି ଅଦିକ୍ ପର୍ମେସର୍ ଦେଇ ପାର୍ସି । ଜେନ୍ତାରିକି ନିଜର୍ପାଇ ଜେତ୍କି ଦର୍କାର୍, ସେତ୍କି ତମର୍ଟାନେ ସବୁ ବେଲେ ରଇସି ଆରି ବିନ୍ ଲକ୍ମନ୍କେ ସାଇଜ କର୍ବାକେ ମିସା ଜବର୍ ରଇସି ।
ତାର୍ ଲକ୍ମନର୍ ପାଇ ସେ ଦେଇରଇବା କାତାର୍ ସବୁ ବଡ୍ ଆସିର୍ବାଦ୍ କେତେକ୍ ଅଦିକ୍ ଆଚେ । ଆରି ଆମର୍ ପାରା ବିସ୍ବାସିମନର୍ ପାଇ ରଇବା ତାର୍ ବପୁ କେଡେ ବଡ୍, ସେଟା ତମେ ଜାନି ପାରାସ୍ ।
ପର୍ମେସର୍ ତାର୍ ଜିବନ୍ ଦୁକାଇଲାର୍ ତେଇଅନି ମକେ ଜନ୍ ଦାନ୍ ଦେଇ ଆଚେ, ସେଟାର୍ ଲାଗି ମୁଇ ନିମାନ୍ କବର୍ ଜାନାଇବା ଲକ୍ ଅଇଲିଆଚି । ତାର୍ ବପୁ ମର୍ ବିତ୍ରେ କାମ୍ କଲାର୍ ଲାଗି ଏଟା ଅଇଲା ।
ଏ କାମ୍ ମୁଇ ପୁରାପୁରୁନ୍ କର୍ବାକେ ମକେ କିରିସ୍ଟ ଦେଇରଇବା ବଡ୍ ବପୁସଙ୍ଗ୍ ଆବଡ୍ ଅଇ କଲିନି ।
ଆମର୍ ମାପ୍ରୁ ମକେ ବେସି ଦୟା ଦେକାଇଲା । ଜେନ୍ତାରି କି, କିରିସ୍ଟ ଜିସୁର୍ ସଙ୍ଗ୍ ମିସ୍ଲାର୍ପାଇ ମୁଇ ତାକେ ବିସ୍ବାସ୍ କରି ବିନ୍ ଲକ୍ମନ୍କେ ଆଲାଦ୍ କରିପାର୍ଲି ।
ଜଦି ଇସାକ୍ ମରିଗାଲେ, ପର୍ମେସର୍ ତାକେ ଜିବନ୍ କରି ଉଟାଇପାର୍ସି ବଲି ଅବ୍ରାଆମ୍ ବାବିରଇଲା । ଆରି ସେବେଲେ ସେନ୍ତାରିସେ ତାକେ ମଲାତେଇଅନି ଜିବନ୍ ଅଇକରି ପାଇଲା ପାରା ସେ ରଇଲା ।
ସେଟାର୍ ପାଇ ଜନ୍ ଲକ୍ମନ୍ ତାକେ ବିସ୍ବାସ୍ କରି ଲଗେ ଆଇବାଇ, ସେମନ୍କେ ସବୁବେଲର୍ପାଇ ରକିଆ କରିପାର୍ସି । କାଇକେ ବଇଲେ ସେମନର୍ ପାଇ ପରମେସରର୍ ମୁଆଟେ ଗୁଆରି କର୍ବାକେ ସେ ଜୁଗ୍ ଜୁଗର୍ ପାଇ ଜିବନ୍ ଅଇକରି ଆଚେ ।
ପର୍ମେସର୍ସେ ନିୟମ୍ ଦେଇପାର୍ସି । ସେ ସେ ଆମ୍କେ ବିଚାର୍ କରିପାର୍ସି । ସେ ସେ ଲକ୍ମନ୍କେ ରକିଆ କରିପାର୍ସି ଆରି ସେ ସେ କୁରୁପ୍ନାସ୍ କରିପାର୍ସି । ମାତର୍ ତମେ କେ ଜେ, ବିନ୍ ଲକର୍ ବିଚାର୍ କରିପାରାସ୍ ?
ଆମର୍ ମାପ୍ରୁ ଜିସୁକିରିସ୍ଟର୍ କେବେ ନ ସାର୍ବା ରାଇଜେ ପର୍ମେସର୍ ତମ୍କେ ସାର୍ଦା ସଙ୍ଗ୍ ଡାକିନେଇସି ।
ତମେ ଜେନ୍ତାରିକି ନ ଅଦର୍ତେ, ପର୍ମେସର୍ ତମ୍କେ ଦେକାରକା କର୍ସି । ସେ ଅଇଲାନି ମଇମା ପାଇବା ପର୍ମେସର୍ । କାଇ ଦସ୍ ନ ଦାରି ସାର୍ଦାସଙ୍ଗ୍ ତମ୍କେ ତାର୍ ମୁଆଟେ ଟିଆକରାଇବାକେ ତାର୍ ବପୁଆଚେ ।