14 ସେଟାର୍ପାଇ ବଲିକରି ମୁଇ ପର୍ମେସରର୍ ମୁଆଟେ ମାଣ୍ଡିକୁଟା ଦେଇ ପାର୍ତନା କଲିନି,
ତାର୍ ପଚେ ଜିସୁ ତାକର୍ତେଇଅନି କଣ୍ଡେକ୍ ଦୁର୍ ଜାଇ ମାଣ୍ଡିକୁଟା ଦେଇକରି ପାର୍ତନା କର୍ବାର୍ ଦାର୍ଲା ।
ଏ ସବୁ କାତା କଇସାରାଇ ପାଉଲ୍ ସେମନର୍ ସଙ୍ଗ୍ ମାଣ୍ଡିକୁଟା ଦେଇ ପାର୍ତନା କଲା ।
ମାତର୍ ସେମନର୍ ସଙ୍ଗ୍ ଗଟେକ୍ ଆଟ୍ ରଇଲା ପଚେ, ଆମେ ସେମନ୍କେ ଚାଡିକରି ଆମର୍ ବାଟେ ଉଟି ଆଇଲୁ । ଆମ୍କେ ପାଟାଇ ଦେବାକେ ସେମନ୍ ନିଜର୍ ନିଜର୍ ପିଲା ମାଇଜି ସଙ୍ଗ୍ ଗଡ୍ ବାଇରେ ରଇବା, ସମ୍ଦୁର୍ କଣ୍ଡିଜାକ ଆଇଲାଇ । ତେଇ ଆମେ ସବୁ ଲକ୍ ମାଣ୍ଡିକୁଟା ଦେଇ ପାର୍ତନା କଲୁ ।
ତିପାନ୍ ମାଣ୍ଡିକୁଟା ଦେଇ ଆକ୍ମାରି କଇଲା, “ମାପ୍ରୁ, ଏମନର୍ ବିରଦେ ଏ ପାପ୍ ଆରି ଏତାଆ ନାଇ କି ଡଣ୍ଡ୍ ଦିଆସ୍ନାଇ ।” ଏତ୍କି କଇଲା ଦାପ୍ରେ ତାର୍ ଜିବନ୍ ଚାଡିଗାଲା ।
ପିତର୍ ବାକ୍ରାଇଅନି ସବୁକେ ବାର୍କରାଇ ଦେଲା ଆରି ମାଣ୍ଡିକୁଟା ଦେଇ ପାର୍ତନା କଲା । ତାର୍ପଚେ ଦର୍କାସର୍ ମଲା ଗାଗଡର୍ବାଟେ ଦେକିକରି କଇଲା, “ଟାବିତା ଉଟ୍ !” ଏଦେ ଦେକା ! ଦର୍କାସ୍ ଆଁକି ଦେକ୍ଲା ଆରି ପିତର୍କେ ଦେକି ଉଟିକରି ବସ୍ଲା ।
ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ବାବା ପର୍ମେସର୍ ଦନିଅବାଦ୍ ପାଅ । କାଇକେ ବଇଲେ ସେ ଆମ୍କେ କିରିସ୍ଟର୍ ସଙ୍ଗ୍ ମିସାଇକରି ସର୍ଗେ ରଇବା ସବୁଜାକ ଆତ୍ମାଇଅନି ମିଲାଇବା ଆସିର୍ବାଦ୍ ଦେଇଆଚେ ।
ତାର୍ ଲାଗିସେ ସରଗର୍ ଆରି ପୁର୍ତିବିର୍ ସବୁ କୁଟୁମ୍ ଅଇଲା ଆଚେ,
ଜେନ୍ତିକି ସରଗ୍ପୁରେ, ମଚ୍ପୁରେ ଆରି ପାତାଲେ ରଇବା ସବୁ, ଜିସୁକେ ମାଣ୍ଡିକୁଟା ଦେଇ ଜୁଆର୍ କର୍ବାଇ । ସେଟାର୍ପାଇ ପର୍ମେସର୍ ଏ ସବୁ କଲାଆଚେ ।