ପରମେସର୍ ରିବିକାକେ କାତା ଦେଇରଇଲା । ବଡ୍ ପିଲା ସାନ୍ ପିଲାର୍ ଗତିଦାଙ୍ଗ୍ଡା ଅଇସି । ଜଁଲା ପିଲାମନ୍ ଜନମ୍ ନ ଅଇତେ, ଆରି ନିକ କାମ୍ କି ବାନିଆ କାମ୍ କର୍ବା ଆଗ୍ତୁ ଏଟା ପର୍ମେସର୍ କଇରଇଲା । ଜନ୍ ପିଲାକେ ସେ ବାଚ୍ଲା, ପିଲା କରିରଇବା କାମର୍ ଲାଗି ଅଏନାଇ । ମାତର୍ ପର୍ମେସର୍ କରିରଇବା ଜଜ୍ନାର୍ ପୁରାପୁରୁନ୍ ଅଇବାକେସେ ସେଟା ଅଇଲା ।