16 ମୁଇ ପର୍ମେସର୍କେ ତମର୍ପାଇ ଦନିଅବାଦ୍ ଦେଇ ଆଇଲିନି । ମୁଇମିସା ପାର୍ତନା କଲାବେଲେ ତମର୍ପାଇ ପର୍ମେସର୍କେ ଦନିଅବାଦ୍ ଦେବାକେ ପାସ୍ରି ଜାଇ ନାଇ । ମୁଇ ପାର୍ତନା କଲାବେଲେ ତମ୍କେ ଏତାଇଲିନି ।
ଆମେ ତମର୍ପାଇ ପାର୍ତନା କଲାବେଲେ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବାବା ପର୍ମେସର୍କେ ଦନିଅବାଦ୍ ଦେଲୁନି ।
ଆମେ ତମର୍ ବିସଇର୍ ଏ ନିକ କବର୍ ସୁନିକରି, ତମର୍ପାଇ ପାର୍ତନା କରିଲାଗିଆଚୁ । ତାର୍ ସୁକଲ୍ଆତ୍ମାଇଅନି ପାଇରଇବା ଗିଆନ୍ ଆରି ବୁଜ୍ବା ବପୁସଙ୍ଗ୍ ସେ ମନ୍କଲାଟା ତମେ ପୁରାପୁରୁନ୍ ଜାନିପାର୍ସା ବଲି ଆମେ ମାପ୍ରୁକେ ଗୁଆରି କଲୁନି ।
ଆମେ ସବୁବେଲେ ତମର୍ ସବୁ ଲକର୍ପାଇ ପର୍ମେସର୍କେ ଦନିଅବାଦ୍ ଦେଇତେରଇବୁ ଆରି ପାର୍ତନା କଲାବେଲେ ତମର୍ ବିସଇ ସବୁବେଲେ ଜାନାଇତେରଇବୁ ।
ସବୁବେଲେ ପାର୍ତନା କରା ।
ଏ ବାଇବଇନିମନ୍ ତମର୍ପାଇ ଆମେ ପର୍ମେସର୍କେ ସବୁବେଲେ ଦନିଅବାଦ୍ ଦେବା କାତା । ଏଟା ଟିକ୍ ବିସଇ । କାଇକେବଇଲେ ତମର୍ ବିସ୍ବାସ୍ ଅଦିକ୍ ଅଦିକ୍ ଅଇଲାନି । ଆରି ତମର୍ ନିଜର୍ ନିଜର୍ ବିତ୍ରେ ସବୁଲକ୍କେ ଆଲାଦ୍ ବଡିଗାଲାନି ।