ଏପିସିୟ 1:13 - ସତିଅର୍ ବାଟ୍ ନୁଆ ନିୟମ୍ 202013 ତମେ ମିସା ଜେଡେବେଲେ ମୁକ୍ତି ପାଇବା,ଏ ସୁବ୍ କବରର୍ ସତ୍ କାତା ସୁନ୍ଲାସ୍, ସେ ବେଲେଅନି ପର୍ମେସରର୍ ଲକ୍ ଅଇଆଚାସ୍ । ତମେ କିରିସ୍ଟକେ ବିସ୍ବାସ୍ କଲାକେ, ପର୍ମେସର୍ ସେ ଦେଇରଇବା କାତା ଇସାବେ ସୁକଲ୍ ଆତ୍ମା ଦାନ୍ କରିଆଚେ । ଆରି ସେ ତମ୍କେ ଚିନ୍ କଲାଆଚେ । အခန်းကိုကြည့်ပါ။ |
ସୁନତ୍ ଅଇବା ଆଗ୍ତୁ, ଅବ୍ରାଆମର୍ ବିସ୍ବାସ୍ ଲାଗି ପରମେସର୍ ତାକେ ଦରମ୍ ଲକ୍ ଇସାବେ ଡାକି ରଇଲା । ଏଟା ଜାନାଇବାକେ ଗଟେକ୍ ଚିନ୍ପାରା ଅବ୍ରାମ୍ ଏ ସୁନତ୍ବିଦି କର୍ବାଟା ନାମି ରଇଲା । ଜେନ୍ତାର୍କି ଜନ୍ ଲକ୍ମନ୍ ସୁନତ୍ ନ ଅଇକରି ମିସା, ବିସ୍ବାସ୍ କର୍ବାଇ, ସେମନ୍ ଦରମ୍ଲକ୍ ବଲି ଏଜାଇ ଅଇବାଇ । ସେଟାର୍ପାଇ ଗାଗଡ୍ ଇସାବେ ଅବ୍ରାଆମ୍ ସେମନର୍ ବାବା ବଲାଇଅଇସି,