12 ଜେନ୍ତାରିକି ଆମେ ଜେତ୍କି ଜିଉଦି ଲକ୍ ପର୍ତୁମ୍ କିରିସ୍ଟକେ ଆସାକରି ରଇଲୁ, ସବୁଲକ୍ ପରମେସର୍କେ ମଇମା କରୁ !
ଆରି ଜିସୁ କଇଲା, “ତମେ କିଲ୍ବିଲ୍ ନ ଉଆ, ପର୍ମେସରର୍ଟାନେ ବିସ୍ବାସ୍ କରା । ଆରି ମର୍ଟାନେ ମିସା ବିସ୍ବାସ୍ କରା ।
ଜେନ୍ତାରିକି ତାର୍ ବଡ୍ ଜିବନ୍ ଦୁକାନିର୍ ଲାଗି ଆମେ ତାକେ ଡାକ୍ପୁଟା କରୁ । ତାର୍ ଆଲାଦର୍ ପଅ କରି ରଇଲା କାମର୍ ଲାଗି, ଇନାମେ ତାର୍ ଜିବନ୍ ଦୁକାଇଲାଟା ସେ ଆମ୍କେ ଦେଲା ଆଚେ ।
ଜେନ୍ତିକି ଆଇବା ଦିନ୍ମନ୍କେ ଜିସୁ କିରିସ୍ଟର୍ ଲାଗି ରଇବା ତାର୍ ବଡ୍ ଜିବନ୍ଦୁକାଇଲାଟା, ସବୁକେ ଦେକାଇ ଅଇସି ।
ମଣ୍ଡଲିଟାନେ ଆରି କିରିସ୍ଟ ଜିସୁର୍ଟାନେଅନି ପର୍ମେସରର୍ ବଡ୍ ବପୁ ବିନ୍ ଲକ୍କେ ଡିସ୍ଲାନି, ତାର୍ ବଡ୍ ବପୁର୍ ଲାଗି ପର୍ମେସର୍କେ ଡାକ୍ପୁଟା କରୁ, କାଲ୍କାଲ୍ ଜୁଗ୍ଜୁଗ୍ ସେ ଡାକ୍ପୁଟା ପାଇତେରଅ । ଆମେନ୍ !
ତେବର୍ପାଇ ଏ ବାଇବଇନିମନ୍, ତମର୍ପାଇ ସବୁବେଲେ ପର୍ମେସର୍କେ ଦନିଅବାଦ୍ ଦେବାର୍ ଆଚେ । କାଇକେ ବଇଲେ ପର୍ମେସର୍ ତମ୍କେ ଆଲାଦ୍ କଲାନି ଆରି ଆଗେଅନି ସେ ତମ୍କେ ବାଚ୍ଲା ଆଚେ । ଜେନ୍ତିକି ସେ ତମ୍କେ ରକିଆ କରି ପାର୍ସି । ସୁକଲ୍ ଆତ୍ମାର୍ କାମର୍ ଲାଗି ତମେ ସୁକଲ୍ ଅଇ ସତ୍ ବିସଇ ବିସ୍ବାସ୍ କରି ପାର୍ସା ।
ଏଟାର୍ ଲାଗି ମୁଇ ଏ ବନ୍ଦିଗରେ ଦୁକ୍ କସ୍ଟ ପାଇଲିନି । ପାଇଲେ ମିସା ଲାଜ୍ ଅଇନାଇ । କାଇକେବଇଲେ ମୁଇ ଜାକେ ବିସ୍ବାସ୍ କରିଆଚି, ତାକେ ଜାନି, ଆରି ମୁଇ ତାକେ ଜନ୍ଟା ସର୍ପି ଆଚେ, ସେଟା ସେ ବାଉଡି ଆଇବା ଦିନ୍ ଜାକ, ଜତନ୍ କରି ସଙ୍ଗଇବାକେ ତାର୍ ବପୁ ଆଚେ । ଏଟା ମୁଇ ଡାଟ୍ ସଙ୍ଗ୍ ବିସ୍ବାସ୍ କଲିନି ।
ତାର୍ ସତ୍ ବାକିଅ ଆମ୍କେ ଜାନାଇକରି ତାର୍ତେଇଅନି ଆମ୍କେ ଜିବନ୍ ଦେବାକେ ସେ ମନ୍ କଲା । ଜେତ୍କି ସବୁ ବିସଇ ସେ ତିଆର୍କଲା ମିସା ଆମେ ଅବ୍କା ତାର୍ପାଇସେ ଅଇବାକେ ସେ ମନ୍ କଲା ।
ଜିସୁକିରିସ୍ଟର୍ ଲାଗି ତମେ ଏବେ ପର୍ମେସର୍କେ ବିସ୍ବାସ୍ କଲାସ୍ନି । ସେ ଆକା କିରିସ୍ଟକେ ମରନେଅନି ଉଟାଇକରି ଡାକ୍ପୁଟା କଲା ଆଚେ । ତେବର୍ପାଇ ତମର୍ ବିସ୍ବାସ୍ ଆରି ଆସା ଏବେ ପର୍ମେସର୍ଟାନେ ଆଚେ ।