7 ତୁକିକ କଲସିଅ ଆଇଲାବେଲେ ମକେ କାଇକାଇଟା ଗଟ୍ଲାନି ବଲି ତମ୍କେ କଇଦେଇସି । ସେ, ମୁଇ ବେସି ଆଲାଦ୍ କର୍ବା ଗଟେକ୍ ବିସ୍ବାସି ବାଇ । ସେ ବିସ୍ବାସ୍ ସଙ୍ଗ୍ କାମ୍ କର୍ସି ଆରି ମର୍ ସଙ୍ଗ୍ ମାପ୍ରୁକେ ସେବା କର୍ସି ।
ବେରିଆତେଇ ରଇବା ପୁରର୍ ପଅ ସପାତର୍, ତେସ୍ଲନିକିୟ ଆରିସ୍ତାକସ୍ ଆରି ସେକୁଦ୍, ଦର୍ବିର୍ ଗାୟ, ଏସିଆ ଦେସର୍ ତୁକିକ୍, ତର୍ପିମ୍ ଆରି ତିମତି ।
ମାତର୍ ଆମର୍ ବାଇ ଏପାପର୍ଦିତକେ ତମର୍ଟାନେ ପାଟାଇବି ବଲି ମୁ ମନେ ମନେ ବାବ୍ଲିନି । ସେ ମର୍ ସଙ୍ଗ୍ କାମ୍ କରି ସୁବ୍କବରର୍ ଦେକାରକା ପାଇ ଆବଡ୍ କଲା । ତମର୍ ବାଦୁଲେ ମର୍ ସବୁ ବିସଇ ପୁରାପୁରୁନ୍ କର୍ବାକେ ତାକେ ତମେ ପାଟାଇରଇଲାସ୍ ।
ପର୍ମେସର୍ ତାର୍ ଜିବନ୍ ଦୁକାଇ ଦୟା ଦେକାଇଲା ବିସଇ ଆମର୍ ଆଲାଦର୍ ଗତିଦାଙ୍ଗ୍ଡା ଏପାପରାସ୍ ତମ୍କେ ସିକାଇରଇଲା । ଆମର୍ ବାଦୁଲେ ସେ ବିସ୍ବାସ୍ ରଇକରି କିରିସ୍ଟକେ ସେବାକଲାନି ।
ଏପାପ୍ରା ତାର୍ ଜୁଆର୍ ଜାନାଇଲାନି । ସେ ମିସା ତମର୍ ନଅରର୍ ଲକ୍ । ସେ ମିସା ଗଟେକ୍ ଜିସୁକିରିସ୍ଟର୍ ଗତିଦାଙ୍ଗ୍ଡା । ସେ ତମର୍ପାଇ ସବୁବେଲେ ମନ୍ଦିଆନ୍ ଦେଇ ପାର୍ତନା କରିଲାଗିରଇସି । ଜେନ୍ତିକି ତମେ ଡାଟ୍ ଅଇ ସିଦ୍ ଅଇସା ଆରି ପର୍ମେସର୍ ତମ୍କେ କରା ବଲି ମନ୍କଲାଟା ଜାନିରଇସା ।
ଅନିସିମ୍କେ ତାର୍ସଙ୍ଗ୍ ପାଟାଇଲିନି । ସେ ଆମର୍ ଆଲାଦର୍ ବେସି ବିସ୍ବାସ୍ ରଇବା ବାଇ । ସେ ତମର୍ ନଅରର୍ ଲକ୍ । ଇତି ଗଟ୍ବା ସବୁ ବିସଇ ସେମନ୍ ତମ୍କେ ଜାନାଇବାଇ ।
ତିକିକସ୍କେ ମୁଇ ଏପିସିଅ ପାଟାଇଆଚି ।
ତକେ ସାଇଜ କର୍ବାକେ ମୁଇ ଆର୍ତେମସ୍କେ ନଇଲେ ତେକିକସ୍କେ ପାଟାଇବି । ଆକର୍ ବିତ୍ରେ କେ ଆଲେ ଆଇଲେ, ତୁଇ ତେଇଅନି ବାରଇ ନିକପଲି ନଅରେ ମକେ ବେଟ୍ ଅଇବାକେ ଆଉ । କାଇକେବଇଲେ ସିତ୍ମାସ୍ ସାର୍ବାଜାକ ତେଇ ରଇବାକେ ମୁଇ ମନ୍ କଲିନି ।