4 ଜେନ୍ତିକି ମୁଇ ଜେତ୍କି ଲକ୍କେ ଏ ସୁବ୍କବର୍ ନିକସଙ୍ଗ୍ ଜାନାଇବି, ସେଟାର୍ପାଇ ପାର୍ତନା କରା ।
“ଏ ମାପ୍ରୁ, ସେମନ୍ ଆମ୍କେ ଜନ୍ ଦମକ୍ ଦେଲାଇ ଆଚତ୍ ସେ ବିସଇ ସୁନା ଆରି ନ ଡର୍ତେ ତମର୍ କାତା ଜାନାଇବାକେ ତମର୍ ଏ ଦାଙ୍ଗ୍ଡାମନ୍କେ ଡାଟ୍ କରା ।
ପିତର୍ ଆରି ବିନ୍ ସିସ୍ମନ୍ କଇଲାଇ, “ଆମେ ତମର୍ ଆଦେସ୍ ମାନ୍ବା ବାଦୁଲେ ପର୍ମେସରର୍ ଆଦେସ୍ ମାନ୍ବୁ ।
ଆମ୍କେ ଏ ଆସା ରଇଲାକେ, ଆମେ ବେସି ସାଆସ୍ ସଙ୍ଗ୍ ଆଚୁ ।
ଏବେ ମୁଇ ବନ୍ଦି ଅଇ ରଇଲେ ମିସା କିରିସ୍ଟର୍ ସୁବ୍କବର୍ ଜାନାଇବାପାଇ ଗଟେକ୍ ରାଜାର୍ ଦୁତ୍ ପାରା ଅଇଲିଆଚି । ସୁବ୍କବର୍ ଟିକ୍ ସଙ୍ଗ୍, ନ ଡରିକରି ଜାନାଇବାକେ ପର୍ମେସର୍ ମକେ ବପୁ ଦେଅ ବଲି ପାର୍ତନା କରା ।
ମାପ୍ରୁ ଜିସୁକିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନର୍ତେଇ ଜାଗ୍ରତ୍ ସଙ୍ଗ୍ ଚଲାଚଲ୍ତି କରା । ତମେ ମିଲାଇରଇବା ସବୁ ବେଲା ବୁଦିର୍ ସଙ୍ଗ୍ କରା ।
ସେମନ୍କେ ସନ୍ମାନ୍ ଦେଇ କାତା ଉଆ । ଜେନ୍ତିକି ତମେ କଇବା ବିସଇ ସେମନ୍ ମନ୍କର୍ବାଇ । ତେବେ ତମେ ବିସ୍ବାସ୍ କର୍ବା ବିସଇଟାନେ କାଇଆଲେ କାତା ଉଟ୍ଲେ, ତମେ ଉତର୍ ଦେଇପାର୍ସା ।