16 ତମେ ଏ ଚିଟିତେଇ ଲେକ୍ଲାଟା ସୁନିସାରାଇଲାପଚେ ଲାଉଦିକିଆଇ ରଇବା ବାଇବଇନିମନ୍କେ ମିସା ସୁନାଇଦେବାର୍ଆଚେ ଆକା ।
କାଇକେବଇଲେ ତମର୍ପାଇ, ଲାଉଦିକିଆର୍ ଲକ୍ମନ୍କେ ଆରି ଏବେ ଜେତ୍କି ଲକ୍ ମକେ ନ ଦେକିରଇଲାଇ, ସେ ସବୁଲକର୍ ପାଇ, ମୁଇ କେତେକ୍ କସ୍ଟ କଲିନି, ସେଟା ତମେ ଜାନା ବଲିକରି ମନ୍କଲିନି ।
ଏରାପଲି ଆରି ଲାଉଦିକିଆଇ ରଇବା ବିସ୍ବାସିମନର୍ପାଇ ଆରି ତମର୍ପାଇ ମିସା ସେ ଆବଡ୍ ଅଇଲାନି ବଲି ମୁଇ ସାକି ଦେଲିନି ।
ଲାଉଦିକିଆତେଇ ରଇବା ବାଇବଇନିମନ୍କେ, ମର୍ ଜୁଆର୍ ଜାନାଇଦିଆସ୍ । ବଇନି ନୁମ୍ପାକେ ଆରି ତାର୍ ଗରେ ରୁଣ୍ଡ୍ବା ସବୁ ବିସ୍ବାସିମନ୍କେ ମିସା ମର୍ ଜୁଆର୍ ଜାନାଆ ।
ସବୁ ବାଇବଇନିମନର୍ ଲଗେ ଏ ଚିଟି ପଡାଆ ବଲି ମୁଇ ମାପ୍ରୁର୍ ନାଉଁ ଦାରି ତମ୍କେ ମୁଇ ତିଆର୍ଲିନି।
ଏ ଚିଟିଲଗେ ତମ୍କେ ଜନ୍ କବର୍ପାଟାଇଲୁ ଆଚୁ, କେନ୍ତି ଆଲେ ତମର୍ ବିତ୍ରେଅନି କେ ମିସା ସେଟା ମାନ୍ବାକେ ମନ୍ ନ କରେ, ସେନ୍ତାରି ଲକ୍କେ ଚିନିରୁଆ ଆରି ତାର୍ସଙ୍ଗ୍ ମିସିବିଡି ରଇବାଟା ଚାଡି ଦିଆସ୍ ।