15 ଲାଉଦିକିଆତେଇ ରଇବା ବାଇବଇନିମନ୍କେ, ମର୍ ଜୁଆର୍ ଜାନାଇଦିଆସ୍ । ବଇନି ନୁମ୍ପାକେ ଆରି ତାର୍ ଗରେ ରୁଣ୍ଡ୍ବା ସବୁ ବିସ୍ବାସିମନ୍କେ ମିସା ମର୍ ଜୁଆର୍ ଜାନାଆ ।
ସେମନର୍ ଗରେ ପାର୍ତନାକେ ରୁଣ୍ଡ୍ବା ମଣ୍ଡଲିକେ ମିସା ମର୍ ଜୁଆର୍ ଜାନାଇଲିନି । ମର୍ ଆଲାଦର୍ ମଇତର୍ ଏପାଇନେତନ୍କେ ମର୍ ଜୁଆର୍ ଜାନାଇଲିନି । ଆସିଆ ରାଇଜେ ସେ ସିଗ୍ ପର୍ତୁମ୍ କିରିସ୍ଟ ବିସ୍ବାସି ଅଇରଇଲା ।
ଇତି ମର୍ ବିରଦେ ବେସିଲକ୍ ରଇଲେ ମିସା, ସପଲ୍ ଅଇବା କାମ୍ କର୍ବାକେ ମର୍ ପାଇ ଦୁଆର୍ ଉଗାଡି ଅଇଆଚେ ।
କାଇକେବଇଲେ ତମର୍ପାଇ, ଲାଉଦିକିଆର୍ ଲକ୍ମନ୍କେ ଆରି ଏବେ ଜେତ୍କି ଲକ୍ ମକେ ନ ଦେକିରଇଲାଇ, ସେ ସବୁଲକର୍ ପାଇ, ମୁଇ କେତେକ୍ କସ୍ଟ କଲିନି, ସେଟା ତମେ ଜାନା ବଲିକରି ମନ୍କଲିନି ।
ଏରାପଲି ଆରି ଲାଉଦିକିଆଇ ରଇବା ବିସ୍ବାସିମନର୍ପାଇ ଆରି ତମର୍ପାଇ ମିସା ସେ ଆବଡ୍ ଅଇଲାନି ବଲି ମୁଇ ସାକି ଦେଲିନି ।
ତମେ ଏ ଚିଟିତେଇ ଲେକ୍ଲାଟା ସୁନିସାରାଇଲାପଚେ ଲାଉଦିକିଆଇ ରଇବା ବାଇବଇନିମନ୍କେ ମିସା ସୁନାଇଦେବାର୍ଆଚେ ଆକା ।
ତର୍ ଗରେ ରୁଣ୍ଡିକରି ପାର୍ତନା କର୍ବା ମଣ୍ଡଲିକେ, ଆରି ଆମର୍ ବଇନି ଆପିୟାକେ, ଗଟେକ୍ ସନିଅ ପାରା ଆମର୍ ବିସ୍ବାସ୍ ଦେକାରକା କର୍ବା ଆର୍କିପସ୍କେ ମିସା ଏ ଚିଟି ଲେକ୍ଲୁନି ।