କଲସିଅ 4:12 - ସତିଅର୍ ବାଟ୍ ନୁଆ ନିୟମ୍ 202012 ଏପାପ୍ରା ତାର୍ ଜୁଆର୍ ଜାନାଇଲାନି । ସେ ମିସା ତମର୍ ନଅରର୍ ଲକ୍ । ସେ ମିସା ଗଟେକ୍ ଜିସୁକିରିସ୍ଟର୍ ଗତିଦାଙ୍ଗ୍ଡା । ସେ ତମର୍ପାଇ ସବୁବେଲେ ମନ୍ଦିଆନ୍ ଦେଇ ପାର୍ତନା କରିଲାଗିରଇସି । ଜେନ୍ତିକି ତମେ ଡାଟ୍ ଅଇ ସିଦ୍ ଅଇସା ଆରି ପର୍ମେସର୍ ତମ୍କେ କରା ବଲି ମନ୍କଲାଟା ଜାନିରଇସା । အခန်းကိုကြည့်ပါ။ |
ମୁଇ ସିମନ୍ ପିତର୍, ଜିସୁକିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ପେରିତ୍ ଅଇଆଚି । ଆମେ ଜେନ୍ତି ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁ, ସେନ୍ତାରି ବିସ୍ବାସ୍ କର୍ବା ଲକ୍ମନ୍କେ ଏ ଚିଟି ଲେକ୍ଲିନି । ସେ ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ । ତାକେ ବିସ୍ବାସ୍ କର୍ବାକେ ସେ ଆକା ଆମ୍କେ ବପୁଦେଲାଆଚେ । ସେ କର୍ବା ସବୁ କାମ୍ ଟିକ୍ ଆରି କାଇ ଅନିଆଇ ନାଇ । ।