6 ଏ ସବୁ କାମେ ବୁଡିକରି ଜନ୍ଲକ୍ମନ୍ ପର୍ମେସରର୍ କାତା ନ ମାନତ୍, ସେମନ୍କେ ତାର୍ ବଡ୍ ରିସା ଆଇସି ।
ଜନ୍ ପାପି ଲକ୍ମନ୍ ନିଜର୍ କାରାପ୍ କାମେଅନି ସତ୍ ବିସଇ ଅଟ୍କାଇବାଇ, ସେମନର୍ ବିରଦେ ସର୍ଗେଅନି ପରମେସରର୍ ରିସା ଦେକାଇ ଅଇସି ।
ବିନ୍ ଲକର୍ ଟାନେଅନି କାଇ ଲଡାକେ ନ ଆଇବା ଚୁଚା କାତା ସୁନି ନାଡାଇ ଉଆ ନାଇ । କାଇକେବଇଲେ, ଏନ୍ତାରି କରି ତାକେ ନ ନାମ୍ବା ଲକ୍ମନ୍କେ ପର୍ମେସର୍ ଡଣ୍ଡ୍ ଦେଇସି ।
ପର୍ମେସରର୍ ଆଦେସ୍ ମାନିକରି ରୁଆ । ତାର୍ ସତ୍ ସିକିଆ ଜାନ୍ବା ଆଗ୍ତୁ ତମେ କେନ୍ତାରି ନିଜେ ମନ୍ କଲାଟା ପୁରାପୁରୁନ୍ କର୍ତେରଇଲାସ୍, ସେନ୍ତାରି ଆରି କରାନାଇ ।
ବେସିଆ କାମ୍ କର୍ବାକେ ସବୁବେଲେ ମନ୍ କର୍ତେରଇବାଇ । ସେନ୍ତାରି କର୍ବାଟାନେଅନି ସେମନ୍ କେବେ ନ ତେବତ୍ । ମନ୍ ବିତ୍ରେ ଦୁର୍ବଲ୍ ରଇବା ଲକ୍ମନ୍କେ ନାଡାଇକରି ପାପ୍କାମ୍ କର୍ବାଟାନେ ଡାକିନେବାଇ । ସେମନ୍ ବେସି ଲବି ଅଇଆଚତ୍ । ପର୍ମେସର୍ ସେମନ୍କେ ସାଇପ୍ ଦେଲା ଆଚେ ।
ମାତର୍ ଜନ୍ ଲକ୍ମନ୍ ଲାଜ୍ ଅଇବା କାମ୍ମନ୍ କର୍ବାଇ, ଜେନ୍ତିକି, ଜନ୍ତର୍ ମନ୍ତର୍ ଅବିଆସ୍ କର୍ବାଇ, ବେସିଆ କାମ୍ମନ୍ କର୍ବାଇ, ନର୍ ମରାଇବାଇ, ମୁର୍ତି ପୁଜା କର୍ବାଇ, ଆରି କାତାଇ ଆରି କାମେ ମିଚ୍ କଇବାଇ, ସେମନ୍ ନଅରର୍ ବାଇରେ ରଇବାଇ ।