3 ସେ ନିଜେ ଏ କବରର୍ ଅରତ୍ ବୁଜାଇପାର୍ସି । ସେଟା ଗଟେକ୍ ବେସି ମୁଲିଅ ରଇବା ବିସଇ ।
“ସେଟାର୍ପାଇ ଲକ୍ମନ୍କେ ଡରାନାଇ । ଜନ୍ ବିସଇ କି ଲୁଚ୍ତେ ଆଚେ, ସେଟା କେବେ ନଇଲେ କେବେ ଡିସ୍ସି ଆରି ସବୁ ଲୁଚ୍ଲା କାତାମନ୍ ଜାନା ପଡ୍ସି ।
ତେବେ ପର୍ମେସର୍ ମିସା ନିଜର୍ ବୁଦିରେ କଇଲାଆଚେ, ମୁଇ ବବିସତ୍ବକ୍ତାମନ୍କେ ଆରି କବର୍ ନେଉମନ୍କେ ସେମନର୍ ଲଗେ ପାଟାଇବି । ସେମନର୍ ବିତ୍ରେ କେତେଲକ୍କେ ସେମନ୍ ମରାଇବାଇ ଆରି କେତେଲକ୍କେ ନିନ୍ଦାକରି କସ୍ଟ ଦେବାଇ ।
ପରମେସରର୍ ଦୟା କେତେକ୍ ବଡ୍ ! ତାର୍ ଗିଆନ୍ ଆରି ବିଚାର୍ କର୍ବା ବପୁ କେ ବୁଜିନାପାରତ୍ ! ସେ ଜନ୍ଟା ଉଁ କର୍ସି, ସେଟା ଲକ୍ମନ୍ ବୁଜିନାପାରତ୍ । ସେ ଜନ୍ କାମ୍ କର୍ବାକେ ଗାଲାନି, ସେଟା କେ ବାତାଇ ନାପାରତ୍ ।
ମାତର୍ ଜିଉଦି ଅଅତ୍, କି ଜିଉଦି ନଇଲା ଲକ୍ ଅଅତ୍, ଜନ୍ ଲକ୍ମନ୍ ବାଚି ଅଇଆଚତ୍, ସେମନର୍ ପାଇ କିରିସ୍ଟ ପର୍ମେସରର୍ ବପୁ ଆରି ପର୍ମେସରର୍ ଗିଆନ୍ ପାରା ଆଚେ ।
ମାତର୍ ପର୍ମେସର୍ ତମ୍କେ କିରିସ୍ଟ ଜିସୁର୍ ସଙ୍ଗ୍ ମିସାଇଆଚେ ଆରି ସେ କିରିସ୍ଟକେସେ ଆମର୍ପାଇ ଗିଆନ୍ ପାରା କରିଆଚେ । ତାର୍ଲାଗି ଆମେ ପର୍ମେସର୍ ସଙ୍ଗ୍ ସତ୍ ମିସାବିଡା ଅଇଲାଟା ଆରିତରେକ୍ ଜଡିଅଇଲାଆଚେ । ଆମେ ଦରମ୍ ଆରି ସୁକଲ୍ ଲକ୍ ଅଇ ପାପେ ଅନି ମୁକ୍ତି ପାଇଆଚୁ ।
ସେଟା ସେ ଆମ୍କେ ନ ସାରାଇତେ ଦେଇଆଚେ । ସବୁ ଗିଆନ୍ ଆରି ବୁଜ୍ବା ବପୁ ସଙ୍ଗ୍ ମିସା ଦେଲା ଆଚେ।
କାଇକେବଇଲେ ପର୍ମେସର୍ ତାର୍ ପଅକେ ତାର୍ ପୁରାପୁରୁନ୍ ଗୁନ୍ଚଲନ୍ସଙ୍ଗ୍ ରଅ ବଲି ଟିକ୍ କରିରଇଲା ।
କିରିସ୍ଟର୍ ବିସଇ ରଇବା ଏ କବର୍ ଆମେ ସବୁକେ ଜାନାଇଲୁନି । ଆମେ ସବୁକେ ଜାଗ୍ରତ୍ କରାଇ, ସେ ଆମ୍କେ ଦେଇରଇବା ଗିଆନ୍ ସଙ୍ଗ୍ ସିକାଇଲୁନି । ଜେନ୍ତାରିକି ସେମନ୍ ତାର୍ ମୁଆଟେ ଟିଆଅଇଲାବେଲେ କିରିସ୍ଟର୍ସଙ୍ଗ୍ ମିସିରଇଲା ସବୁଲକ୍ ପୁରାପୁରୁନ୍ ସିଦ୍ ଅଇରଇବାଇ ।
ଆମେ ତମର୍ ବିସଇର୍ ଏ ନିକ କବର୍ ସୁନିକରି, ତମର୍ପାଇ ପାର୍ତନା କରିଲାଗିଆଚୁ । ତାର୍ ସୁକଲ୍ଆତ୍ମାଇଅନି ପାଇରଇବା ଗିଆନ୍ ଆରି ବୁଜ୍ବା ବପୁସଙ୍ଗ୍ ସେ ମନ୍କଲାଟା ତମେ ପୁରାପୁରୁନ୍ ଜାନିପାର୍ସା ବଲି ଆମେ ମାପ୍ରୁକେ ଗୁଆରି କଲୁନି ।
କିରିସ୍ଟର୍ ବାକିଅ ଦିଆନ୍କରି ଲାଗିରୁଆ । ତମର୍ ତମର୍ ବିତ୍ରେ ସିକିକରି ଜାଗ୍ରତ୍ ଅଇରୁଆ । ଏଟା ଗିଆନ୍ ସଙ୍ଗ୍ କରା । ଗିତ୍ ସଙ୍ଗିତା ବଇର୍ ଗିତ୍ମନ୍, ବିନ୍ ଗିତ୍ମନ୍ ଆରି ସୁକଲ୍ ଗିତ୍ମନ୍ କଇତେରୁଆ । ମନ୍ବିତ୍ରେ ଦନିଅବାଦ୍ କଇକରି ପର୍ମେସର୍କେ ଗିତ୍ କଇତେରୁଆ ।
କାଇକେବଇଲେ ତମେ ମରିକରି ପର୍ମେସରର୍ ମୁଆଟେ କିରିସ୍ଟର୍ ସଙ୍ଗ୍ ମିସିରଇବା ଜିବନ୍ ବିତାଇଲାସ୍ନି । ସେ ଜିବନ୍ ଲୁଚିକରିଆଚେ ।
ତେବେ କିରିସ୍ଟକେ ବିସ୍ବାସ୍ କଲାର୍ ପାଇ ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ଏଟାର୍ ସଙ୍ଗ୍, ଗିଆନ୍ ସଙ୍ଗ୍ ଜିଉନାକାଉନା କର୍ବାକେ,
ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ଦିଆନ୍ ଦେଇ ସୁନା । ଜେ ଜିତ୍ସି, ସେମନ୍କେ ଲୁଚାଇକରି ସଙ୍ଗଇରଇବା ମାନା ଦେବି । ନୁଆ ନାଉଁ ଲେକିରଇବା ଗଟେକ୍ ଦବ୍ ପାକ୍ନା ମିସା ସେମନ୍କେ ଦେବି ।