22 ଏ ସବୁଜାକ ନିୟମ୍ ମାନିକରି ଚାଲ୍ଲେ ତମ୍କେ କାଇ ଲଡାକେ ନ ଆସେ । କାଇକେବଇଲେ ସେଟା ଲକ୍ମନ୍ ତିଆର୍କଲାଟା ।
ଜନ୍ କାଦି ନସିଜାଇସି, ସେ କାଦିର୍ ପାଇ ଏତେକ୍ କସ୍ଟ କରାନାଇ, ମାତର୍ ଜନ୍ଟା ନ ନସେ, ସେଟା ନ ସାର୍ବା ଜିବନ୍ ଦେଇସି, ସେଟାର୍ ପାଇ କସ୍ଟ କରା । ଏ କାଦି ନର୍ପିଲା ମୁଇ ଦେବି । କାଇକେ ବଇଲେ, ସେଟାର୍ପାଇ ବାବା ପର୍ମେସର୍ ମକେ ଅଦିକାର୍ ଦେଲାଆଚେ ।
କେତେଲକ୍ କଇବାଇ, ପେଟ୍ ଜଦି କାଦି କାଇବାକେ ମନ୍ କଲାନି ବଇଲେ କାଦି କାଇବାଟା ନିକ, । ମାତର୍ ମୁଇ କଇଲିନି, ପର୍ମେସର୍ ଗଟେକ୍ ଦିନ୍ ଏ ଦୁଇଟାକେ ମିସା କୁରୁପ୍ନାସ୍ କର୍ସି । ଗାଗଡ୍ ବେବିଚାର୍ କାମ୍ କର୍ବାକେ ନାଇ, ମାତର୍ ମାପ୍ରୁର୍ ସେବା କର୍ବାକେ ଲାଗ । ଗାଗଡ୍କେ ଦର୍କାର୍ ଅଇବାଟା ମାପ୍ରୁ ଜାଗାଇସି ।
ଏନ୍ତାରିଟାମନ୍ ଦାରାନାଇ କି କାଆନାଇ କି, ଏନ୍ତାରିଟାମନ୍ ଚିଆନାଇ ମିସା । ଏ ନିୟମ୍ମନ୍ କାଇକେ ମାନିକରି ଆଚାସ୍ ?
ଜିଉଦି ଲକ୍ମନ୍ ତିଆର୍କଲା କାତାନିମନ୍ ନ ମାନିକରି ଆରି ସତ୍ ସିକିଆ ନ ମାନିକରି ରଇବା ଲକ୍ମନର୍ ତିଆର୍କଲା ରିତିନିତି ଦିଆନ୍ ନ କରତ୍ ।
ମାତର୍ ଏମନ୍ ଡଙ୍ଗ୍ରେ ରଇବା ପସୁମନର୍ପାରା । ତାକର୍ ଗାଗଡ୍ ଜନ୍ଟା କର୍ବାକେ ମନ୍ କର୍ସି, ସେଟାସେ କଲାଇନି । ସେନ୍ତାରି ପସୁମନ୍କେ ଲକ୍ମନ୍ ଦାରିକରି ମରାଇବାଇ । ସେମନ୍ ନାଜାନ୍ଲା ବିସଇ ନେଇକରି ନିନ୍ଦାକାତା କଇବାଇ । ସେମନ୍କେ ଲକ୍ମନ୍ ମରାଇଲା ପାରା ପର୍ମେସର୍ କୁରୁପ୍ନାସ୍ କର୍ସି ।
ଆରି ଜନ୍ ମାଇଜିକେ ତୁଇ ଦେକ୍ଲୁସ୍, ସେ ଅଇଲାନି, ଜଗତର୍ ରାଜାମନ୍କେ ସାସନ୍ କର୍ବା ସେ ବଡ୍ ନଅର୍ ।