କଲସିଅ 2:17 - ସତିଅର୍ ବାଟ୍ ନୁଆ ନିୟମ୍ 202017 ଏ ସବୁ ନିୟମ୍ ପର୍ମେସର୍ ଆମ୍କେ ଦେବିବଲି କାତାଦେଇରଇବା ବିସଇର୍ ଚିନ୍ । ଏ ସବୁ ନିୟମର୍ ଚିନ୍ କିରିସ୍ଟର୍ଟାନେ ପୁରାପୁରୁନ୍ ସିଦ୍ ଅଇସି । အခန်းကိုကြည့်ပါ။ |
ମସାର୍ ନିୟମ୍ ଅବ୍କା ଗଟେକ୍ ବାନା ପାରା ରଇଲା । ଜନ୍ ନିକ ଆସିର୍ବାଦ୍ କିରିସ୍ଟ ଆମ୍କେ ଦେଇସି, ସେ ଆସିର୍ବାଦର୍ ଗୁନ୍ଚଲନ୍ ତେଇ ଡିସ୍ତେରଇଲା । ମାତର୍ ସେଟା ଆସିର୍ବାଦର୍ ସମାନ୍ ନଏଁ । ତେବର୍ପାଇ ନିୟମ୍ ମାଙ୍ଗ୍ଲା ଇସାବେ, ସେମନ୍ ସବୁ ବର୍ସେ ବଲି ସର୍ପାଇ ଅଇତେରଇଲାଇ । ମାତର୍ ସେ ସବୁ ବଲି ସରପ୍ବାଟା ପର୍ମେସର୍ଟାନେ ଆଇବା ଲକ୍ମନ୍କେ ସିଦ୍ କରିନାପାର୍ଲା ।
ମାତର୍ ତାକର୍ ସେବା କର୍ବା ଜାଗା ସର୍ଗେ ରଇବା ସତ୍ ବିସଇ ଅବ୍କା ଗଟେକ୍ ଚାଇପାରା । ସମାନ୍ ସେନ୍ତାରିସେ ମସାର୍ ବେଲେ ଅଇଲା । ସେ ଜେଡେବଲ୍ ଗଟେକ୍ ତୁମ୍କୁଡିଆ ତିଆର୍ କର୍ବାକେ ଜାଇତେରଇଲା, ପରମେସର୍ ତାକେ ତିଆର୍ଲା, “ଜାଗ୍ରତ୍ ! ତୁଇ ସୁକଲ୍ ତୁମ୍କୁଡିଆଇ ଜେତ୍କି କର୍ସୁ ବଇଲେ, ମୁଇ ତକେ ସେଟା ପର୍ବତେ ଦେକାଇଲା ରକାମ୍ କର୍ବାର୍ ଆଚେ ।”