କଲସିଅ 2:16 - ସତିଅର୍ ବାଟ୍ ନୁଆ ନିୟମ୍ 202016 ତେବର୍ପାଇ ତମର୍ କାଇବା, ପିଇବା, ବିସଇ ଅ କି ତାକର୍ କେତେଟା ପରବ୍ଚନ୍ଦ୍ଟାନେ କି ଉଆଁସ୍ରାତି ବେଲେ କି ବିସ୍ରାମ୍ବାରେ ତମେ ମିସାସ୍ନାଇ, ବଲି କାକେ ବିଚାର୍ କର୍ବାକେ ଦିଆସ୍ନାଇ । အခန်းကိုကြည့်ပါ။ |
ଏ ମର୍ ବାଇବଇନିମନ୍, ନିଜର୍ ନିଜର୍ ବିତ୍ରେ କୁଟ୍ କାତା କୁଆ ନାଇ । ଜଦି ବିସ୍ବାସି ବାଇମନର୍ ବିରୁଦେ କୁଟ୍ କାତା କଇ ତାକେ ଦସ୍ ଦେଇସା, ତମେ ପର୍ମେସରର୍ ନିୟମ୍ ବିରୁଦେ କାତା ଅଇଲାସ୍ନି । ଆରି ତାର୍ ନିୟମ୍କେ ବିଚାର୍ କଲାସ୍ନି । ପର୍ମେସରର୍ ନିୟମ୍ ବିଚାର୍ କଲେ, ତମେ ତାର୍ ଆଦେସ୍ ମାନାସ୍ ନାଇ । ମାତର୍ ବିଚାର୍କାରିଆ ଇସାବେ ରଇଲାସ୍ନି ।