14 ଆମେ କରିରଇବା ସବୁ ପାପ୍ ଲେକାଅଇରଇବା ଚିଟିପତର୍ ଜନ୍ଟା କି ଆମ୍କେ ଦସିକରିରଇଲା, ସେ ସବୁ ପର୍ମେସର୍ ଲିବାଇଦେଲା । ଲେକ୍ଲାଟାମନ୍ କୁରୁସ୍କାଟେ କୁଟି ମାରି କୁରୁପ୍ନାସ୍ କଲା ।
ପର୍ମେସରର୍ ଦେକ୍ବା ଇସାବେ ସେମନ୍ ଦୁଇଲକ୍ ଜାକ ମାପ୍ରୁର୍ ସବୁ ଆଦେସ୍, ବିଦି ଇସାବେ କରତେରଇଲାଇ ।
ସେନ୍ତିଆଲେ ତମେ ମନ୍ବାଦ୍ଲାଇ କରି ପରମେସରର୍ ବାଟେ ବାଉଡି ଆସା । ତେବେ ସେ ତମର୍ ପାପ୍ କେମା କର୍ସି ।”
ତମେ କିରିସ୍ଟର୍ ସଙ୍ଗ୍ ମଲାର୍ପାଇ ଏ ଜଗତର୍ ସାସନ୍କାରିଆମନର୍ ଟାନେଅନି ମୁକ୍ଲିଆଚାସ୍ । ତେବେ ଏ ଜଗତେ ରଇବା ନିୟମ୍ମନ୍ ଏବେ ଜାକ କାଇକେ ମାନିଆଚାସ୍ ?
କାଇକେବଇଲେ ଏବେ ମିସା ଲୁଚ୍ତେ ଅନିଆଇର୍ ପାପ୍ କାମ୍ ଚାଲିଆଚେ । ଜନ୍ କାରାପ୍ ଲକ୍ ମାପ୍ରୁର୍ ବାଟେ ଜିବା ଲକ୍ମନ୍କେ ବିରଦ୍ କଲାନି, ସେ ଲକ୍ ବିନାସ୍ ନ ଅଇବା ଜାକ, ଏଟା ଏନ୍ତିସେ ଅଇତେରଇସି ।
ପୁର୍ନା ନିୟମ୍ ବାଦ୍ଲାଇଲା । କାଇକେବଇଲେ, ସେଟା ଲକ୍ମନ୍କେ ପର୍ମେସରର୍ ଲଗେ ଆନ୍ବାକେ ବପୁ ନ ରଇଲା ଆରି ବେକାର୍ ରଇଲା ।
ଏବେ ଗଟେକ୍ ନୁଆ ରାଜିନାମା ଆଚେ ବଲି ପର୍ମେସର୍ କଇଲାକେ ପୁର୍ନା ରାଜିନାମାକେ କାଇ ମୁଲିଅ ନାଇ ବଲି ଆମେ ଜାନୁ । ଜନ୍ଟା ପୁର୍ନା ଅଇଗାଲା ଆରି କାଇଟା ପାଇ ମିସା ଲଡାକେ ନ ଆଇଲେ, ସେଟା ବାଇରେ ପିଙ୍ଗିଦେବାଇ ।
ଆମେ ପାପ୍ କଲାର୍ପାଇ ପାଇବା ଡଣ୍ଡ୍ କୁରୁସ୍କାଟେ ମରିକରି କିରିସ୍ଟ ନିଜେ ବଇନେଲା । ପାପ୍ କର୍ବାଟା ଚାଡିକରି ଦରମ୍ ଚଲାଚଲ୍ତି କର୍ବାକେ ସେ ଏନ୍ତାରି କଲା । ତାର୍ ଗାଗ୍ଡେ ମାରି ରଇବା ଗାଉର୍ ଲାଗି ଆମେ ନିକ ଅଇଆଚୁ ।