କଲସିଅ 1:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ଗୁଲାଇ ଜଗତର୍ କେତେକ୍ କେତେକ୍ ଲକ୍ମନ୍ ଏ ସୁବ୍କବର୍ ବିସ୍ବାସ୍କରି ତାକର୍ ମନ୍ ବାଦ୍ଲାଇଲାଇନି । ତମେ ସୁବ୍କବର୍ ସୁନ୍ଲା ପର୍ତୁମ୍ ଦିନେଅନି ତମର୍ ବିତ୍ରେ ମିସା ଏନ୍ତାରିସେ ଅଇରଇଲା ଆରି ପର୍ମେସର୍ ଜିବନ୍ ଦୁକାଇଲା ସତ୍ ବିସଇ ତମେ ପୁରାପୁରୁନ୍ ଜାନିରଇଲାସ୍ । အခန်းကိုကြည့်ပါ။ |