କଲସିଅ 1:28 - ସତିଅର୍ ବାଟ୍ ନୁଆ ନିୟମ୍ 202028 କିରିସ୍ଟର୍ ବିସଇ ରଇବା ଏ କବର୍ ଆମେ ସବୁକେ ଜାନାଇଲୁନି । ଆମେ ସବୁକେ ଜାଗ୍ରତ୍ କରାଇ, ସେ ଆମ୍କେ ଦେଇରଇବା ଗିଆନ୍ ସଙ୍ଗ୍ ସିକାଇଲୁନି । ଜେନ୍ତାରିକି ସେମନ୍ ତାର୍ ମୁଆଟେ ଟିଆଅଇଲାବେଲେ କିରିସ୍ଟର୍ସଙ୍ଗ୍ ମିସିରଇଲା ସବୁଲକ୍ ପୁରାପୁରୁନ୍ ସିଦ୍ ଅଇରଇବାଇ । အခန်းကိုကြည့်ပါ။ |
କେତେଟା ଏପିକିଉରିଆନ୍ ଆରି ଟଇକ୍ ସିକିଆ ଦେବା ଗୁରୁମନର୍ ସଙ୍ଗ୍ ଦଦାପେଲା ଅଇଲାଇ । ସେମନର୍ ବିତ୍ରେଅନି କେତେ ଲକ୍ କଇଲାଇ, “ଏ ବକୁଆ ବଡ୍ପନିଆ, କାଇଟା କଇବାକେ ଚେସ୍ଟା କଲାନି ?” ବିନ୍ ଲକ୍ମନ୍ କଇଲାଇ, “ବିନ୍ ଦେସେ ରଇବା ଦେବ୍ତାମନର୍ ବିସଇ, ସେ ଜାନାଇଲାନି ପାରା ଲାଗ୍ଲାନି ।” ଜିସୁ ଆରି ତରେକ୍ ଜିବନ୍ ଅଇ ଉଟ୍ଲା ବିସଇ ପାଉଲ୍ ଜାନାଇବାଟା ସୁନି ସେମନ୍ ଏନ୍ତି କଇଲାଇ ।
ଆମର୍ ବିସ୍ବାସ୍ଟାନେ କେ ନାଜାନ୍ଲା ପାରା ବିସଇ ଲୁଚିକରି ଆଚେ । ସେନ୍ତାରି ନଏଁ ବଲି କେ କଇନାପାରତ୍ । “ ଜିସୁକିରିସ୍ଟ ନର୍ ରୁପ୍ ଦାରି ଆଇଲା । ସେ ନିଜେ ପର୍ମେସରର୍ ପଅ ବଲି ସୁକଲ୍ ଆତ୍ମା କାତାଦେଲା ଆଚେ । ଦୁତ୍ମନ୍ ତାକେ ଦେକ୍ଲାଇ । ତାର୍ ବିସଇର୍ ସତ୍ କବର୍ ଗୁଲାଇ ରାଇଜେ ଜାନାଇଲାଇ । ସବୁ ଜାଗାର୍ କେତେକ୍ କେତକ୍ ଲକ୍ମନ୍ ତାକେ ବିସ୍ବାସ୍ କଲାଇ । ପର୍ମେସର୍ ତାକେ ସର୍ଗେ ନେଲା ।”