କଲସିଅ 1:2 - ସତିଅର୍ ବାଟ୍ ନୁଆ ନିୟମ୍ 20202 କଲସି ନଅରେ ରଇବା ପର୍ମେସରର୍ ଲକ୍ମନ୍ ତମ୍କେ, ମୁଇ ଏ ଚିଟି ଲେକି ପାଟାଇଲିନି । ତମେ ଆମର୍ ବିସ୍ବାସ୍ ରଇବା ବାଇବଇନିମନ୍ ଆରି କିରିସ୍ଟର୍ ସଙ୍ଗ୍ ମିସିଆଚାସ୍ । ଆମର୍ ବାବା ପର୍ମେସର୍ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ । အခန်းကိုကြည့်ပါ။ |
ସେଟାର୍ପାଇ ମୁଇ ତିମତିକେ ତମର୍ ଲଗେ ପାଟାଇ ଆଚି । ମୁଇ ତାକେ ଆଲାଦ୍ କଲିନି । ସେ ମର୍ ନିଜର୍ ପିଲା ପାରା ଆରି ମାପ୍ରୁର୍ ସେବାକାମେ ସବୁ ନିକସଙ୍ଗ୍ କର୍ସି । ଜେଡ୍କିବେଲେ ସେ ତମର୍ଟାନେ ଆଇସି, କିରିସ୍ଟର୍ତେଇ ମିସ୍ଲାର୍ ପାଇ ବଲି ମୁଇ କେନ୍ତି ଚଲାଚଲ୍ତି କଲିନି, ସେ ବିସଇନେଇ ସେ ତମ୍କେ କଇସି । ସେ ସମାନ୍ ବିସଇ, ସବୁ ମଣ୍ଡଲିର୍ ବିସ୍ବାସିମନ୍କେ ମୁଇ ସିକାଇଲିନି ।