କଲସିଅ 1:18 - ସତିଅର୍ ବାଟ୍ ନୁଆ ନିୟମ୍ 202018 ମଣ୍ଡଲି ଅଇଲାନି ତାର୍ ଗାଗଡ୍ ଆରି ସେ ମଣ୍ଡଲିର୍ ମୁଣ୍ଡ୍ । ମୁଣ୍ଡ୍ ଗାଗଡ୍କେ ସାସନ୍ କଲାପାରା, ସେ ମଣ୍ଡଲିକେ ସାସନ୍ କଲାନି । ତାକେସେ ପର୍ମେସର୍ ମରନେଅନି ପର୍ତୁମ୍ ଉଟାଇରଇଲା । ଜେନ୍ତିକି କିରିସ୍ଟ ସବୁର୍ ଉପ୍ରେ ସାସନ୍ କର୍ସି । အခန်းကိုကြည့်ပါ။ |
କିରିସ୍ଟର୍ ବିସଇଟାନେ ରଇବା ସତ୍ ସିକିଆ ଚାଡିଦେଲାଇ ଆଚତ୍ । କିରିସ୍ଟ ଜେ କି ଗାଗଡର୍ ମୁଣ୍ଡ୍ ଅଇଆଚେ । ମୁଣ୍ଡ୍ ଜେନ୍ତାର୍କି ଗାଗଡ୍କେ ବାଟ୍ ଦେକାଇସି, ସେନ୍ତାରିସେ ତାର୍ ଲକ୍ମନ୍ ଗଟେକ୍ ଅଇରଇବାକେ କିରିସ୍ଟ ବାଟ୍ ଦେକାଇସି । ଗାଗଡର୍ ସନ୍ଦି ଆରି ଚିର୍ ଗାଗଡ୍କେ ଗଟେକ୍ କରି ସଙ୍ଗଇଲାପାରା । ଆରି ପର୍ମେସର୍ ମନ୍କଲାପାରା ସେଟା ବଡ୍ସି ।