1 ଏ ଚିଟି ମୁଇ ପାଉଲ୍ ଆରି ବିସ୍ବାସର୍ ଲାଗି ଆମର୍ ବାଇଅଇରଇବା ତିମତି ମିସି ଲେକ୍ଲୁନି । ପର୍ମେସର୍ ମକେ ବାଚ୍ଲାର୍ପାଇ ମୁଇ ଜିସୁକିରିସ୍ଟର୍ ଗଟେକ୍ ପେରିତ୍ ଅଇଆଚି ।
ତେଇଅନି ପାଉଲ୍ ଦର୍ବି ଆରି ଲୁସ୍ତାରାଇ ଆଇଲା । ସେ ନଅରେ ତିମତି ନାଉଁର୍ ଗଟେକ୍ ବିସ୍ବାସି ଲକ୍ ରଇଲା । ତାର୍ ମାଆ ଗଟେକ୍ ଜିଉଦି ବିସ୍ବାସି ରଇଲା । ମାତର୍ ତାର୍ ବାବା ଗଟେକ୍ ଗିରିକ୍ ଲକ୍ ରଇଲା ।
ମୁଇ ପାଉଲ୍ ଏଟା ଲେକ୍ଲିନି, ମୁଇ କିରିସ୍ଟ ଜିସୁର୍ ଗଟେକ୍ ସେବାକାରିଆ । ପର୍ମେସର୍ ମକେ ବାଚ୍ଲା ଆରି ତାର୍ ନିମାନ୍ କବର୍ ଜାନାଇବାକେ ସର୍ପିଦେଲା । ରମ୍ ରାଇଜେ ରଇବା ତମର୍ ସବୁଲକର୍ପାଇ ମୁଇ ଏ ଚିଟି ପାଟାଇଲିନି ।
ମୁଇ ପାଉଲ୍ ଆରି ଆମର୍ ସଙ୍ଗର୍ ବିସ୍ବାସି ସସ୍ତିନା ଜୁଆର୍ ଜାନାଇଲୁନି । ପର୍ମେସରର୍ ମନ୍ କଲା ଇସାବେ କିରିସ୍ଟ ଜିସୁର୍ ପେରିତ୍ ଅଇବାକେ ମକେ ବାଚିଆଚେ ।
ମୁଇ ପାଉଲ୍, ପର୍ମେସରର୍ ମନ୍ କଲା ଇସାବେ କିରିସ୍ଟ ଜିସୁର୍ ଗଟେକ୍ ପେରିତ୍ ସିସ୍ ବାଚାଇଅଇଲିଆଚି । ମୁଇ ଆରି ଆମର୍ ବାଇ ତିମତି ଆରି କରନ୍ତିୟଟାନେ ରଇବା ପର୍ମେସରର୍ ଗୁଲାଇ ମଣ୍ଡଲିମନ୍କେ ଆରି ଆକାଇଆଟାନେ ରଇବା ସବୁ ପର୍ମେସରର୍ ଲକ୍ମନ୍କେ, ଏ ଚିଟି ଲେକ୍ଲୁନି ।
ମୁଇ ପାଉଲ୍ ପର୍ମେସରର୍ ମନ୍ କଲା ଇସାବେ କିରିସ୍ଟ ଜିସୁର୍ ଗଟେକ୍ ପେରିତ୍ ସିସ୍ ଅଇ ବାଚି ଅଇଆଚି । ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ବିସ୍ବାସ୍ସଙ୍ଗ୍ ଜିଉନା କାଉନା କର୍ତେ ରଇବା ଏପିସିୟର୍ ବିସ୍ବାସିମନର୍ ଲଗେ ଏ ଚିଟି ଲେକ୍ଲିନି ।
ଏ ଚିଟି ପାଉଲ୍ ଆରି ତିମତି, କିରିସ୍ଟ ଜିସୁର୍ ଦୁଇଟା ଗତିଦାଙ୍ଗ୍ଡାମନ୍ ଲେକ୍ଲୁନି । ଜିସୁକିରିସ୍ଟର୍ ଅଇକରି ପିଲିପି ନଅରେ ରଇବା ସବୁ ପର୍ମେସରର୍ ଲକ୍ମନର୍ପାଇ ଏଟା ଲେକାଅଇଲା ଆଚେ । ତମର୍ ବିତ୍ରେ ନେତା ଅଇକରି ତମ୍କେ ସାଇଜ କର୍ବା ଲକ୍ମନର୍ପାଇ ମିସା ।
ମୁଇ ପାଉଲ ଆରି ମର୍ ବାଇମନ୍ ସିଲାନ୍, ଆରି ତିମତି ତେସଲନିକିୟ ମଣ୍ଡଲିତେଇ ରଇବା ଲକ୍ମନ୍କେ ଏ ଚିଟି ଲେକ୍ଲୁନି । ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇଲା ସାନ୍ତି ତମ୍କେ ମିଲ ।
ତମ୍କେ ବପୁ କରାଇବାକେ ଆରି ତମର୍ ବିସ୍ବାସ୍ ଡାଟ୍ କରାଇବାକେ ତମର୍ ଲଗେ ଆମର୍ ବାଇ ତିମତିକେ ପାଟାଇରଇଲୁ । ସେ ଆମର୍ସଙ୍ଗ୍ କିରିସ୍ଟର୍ ସୁବ୍କବର୍ ଜାନାଇକରି ପର୍ମେସରର୍ ସେବା କଲାନି ।
ମୁଇ ପାଉଲ୍, ବାବା ପର୍ମେସର୍ ଲଗେ ଆରି ମାପ୍ରୁ ଜିସୁକିରିସ୍ଟ ତେଇ ରଇବା ତେସଲନିକିୟ ମଣ୍ଡଲିର୍ ଲକ୍ମନ୍କେ ଏ ଚିଟି ଲେକି ପାଟାଇଲିନି । ମର୍ ସଙ୍ଗ୍ ରଇକରି ସିଲା ଆରି ତିମତି ମିସା ଜୁଆର୍ ଜାନାଇଲାଇନି ।
ମୁଇ ପାଉଲ୍ ଜେକି ଜିସୁକିରିସ୍ଟର୍ ଲାଗି ବନ୍ଦି ଆଚି । ଆରି ଆମର୍ ବାଇ ତିମତି । ଆମେ ମିସିକରି ଆମର୍ ମଇତର୍ ଆରି ସଙ୍ଗର୍ କାମ୍କରୁ ପିଲିମନ୍କେ ଏ ଚିଟି ଲେକ୍ଲୁନି ।
ଆମର୍ ବାଇ ତିମତି ବନ୍ଦିଗରେ ଅନି ମୁକ୍ଲି ଆଚେବଲି ଜାନ୍ସା । ସେ ଜଦି ସେ ଦାପ୍ରେ ଆଇସି, ତେବେ ମର୍ସଙ୍ଗ୍ ତାକେ ଡାକିଆନ୍ବି ।