8 ସାଉଲ୍ ଉଟି ଆଁକି ଦେକ୍ଲା ମାତର୍ ତାକେ କାଇଟା ଡିସେ ନାଇ । ତେବେ ତାର୍ ସଙ୍ଗର୍ ଲକ୍ମନ୍ ଆତେ ଦାରି ଦାମାସ୍କସ୍ ଡାକିନେଲାଇ ।
ଏବେ ମାପ୍ରୁର୍ ଆତେ ଡଣ୍ଡ୍ ପାଇସୁ । ତୁଇ କାଣା ଅଇଜାଇକରି ଚନେକର୍ପାଇ ବେଲର୍ ଉଜଲ୍ ଦେକି ନାପାରୁସ୍ ।” ସେଦାପ୍ରେ ଏଲିମାସର୍ ଆଁକି ଦୁଉଁରି ଆନ୍ଦାର୍ ଅଇଗାଲାପାରା ଲାଗ୍ଲା । ଆରି ତାକେ ଆତେ ଦାରି ଡାକିନେବାକେ ଗଟେକ୍ ଲକ୍କେ ଏନେତେନେ ଆଣ୍ଡାଲି ଅଇ କଜି ବୁଲ୍ଲା ।
ସେ ଉଜଲ୍ ଏତେକ୍ ଉଜଲ୍ ରଇଲା ଜେ, ସେ ଉଜଲର୍ ବପୁ ସଙ୍ଗ୍, ମୁଇ କାଣା ଅଇଜାଇରଇଲି । ସେଟାର୍ପାଇ ମର୍ ସଙ୍ଗ୍, ଜିବା ଲକ୍ମନ୍, ମର୍ ଆତେ ଦାରି, ମକେ ଦାମାସ୍କସେ ଡାକିନେଲାଇ ।
ଅନନିୟ ଏ କାତା କଇଲା ଦାପ୍ରେ ଏଦେ ଦେକା ! ସାଉଲର୍ ଆଁକିଅନି ମାଚ୍ କସ୍ଲି ପାରାଟା କୁସ୍ଲି ଅଦର୍ଲା । ସେ ଆରି ତରେକ୍ ଦେକି ପାର୍ଲା । ସେ ଉଟ୍ଲା ଆରି ଅନନିୟ ତାକେ ଡୁବନ୍ କଲା ।
ତିନ୍ଦିନ୍ ଜାକ ସେ କାଇଟା ଦେକି ନାପାର୍ଲା ଆରି ତିନ୍ଦିନ୍ ଜାକ କାଏ ନାଇ କି ପିଏ ନାଇ ।
ପୁର୍ବେ ମୁଇ ଦାମାସ୍କାସେ ରଇଲା ବେଲେ ରାଜା ଆରେତାସରର୍ ତଲେ ଗଟେକ୍ ସାସନ୍ କାରିଆ ରଇଲା । ସେ ସଅର୍ ସନ୍ଦି ଜାଗ୍ବାକେ ତାର୍ ସନିଅମନ୍କେ କଇଲା । ଜେନ୍ତାରି କି ଜେଡେବେଲେ ମୁଇ ସେ ସଅରେ ବାରଇତି, ସେମନ୍ ମକେ ଦାର୍ତାଇ ।
ଜେନ୍ତିକି ମର୍ ଆଗ୍ତୁ ଜେତ୍କି ଲକ୍ ପେରିତ୍ ସିସ୍ ଅଇରଇଲାଇ, ସେମନର୍ ସଙ୍ଗ୍ ମିସ୍ବାକେ ଜିରୁସାଲାମେ ଜାଇନାଇ । ସେବେଲେ ମୁଇ ଦାପ୍ରେ ବାରଇ ଆରବ୍ ଦେସେ ଉଟିଗାଲି । ଜାଇକରି ଆରିତରେକ୍ ଦାମାସ୍କସେ ବାଉଡି ଆଇଲି ।