7 ସାଉଲର୍ ସଙ୍ଗ୍ ଜିବା ଲକ୍ମନ୍ କାବାଅଇଜାଇ ତେବିଦେଲାଇ, ତାକର୍ ଟଣ୍ଡେଅନି ପଦେକ୍ କାତା ବାରଏ ନାଇ । କଇବା ସବଦ୍ ସେମନ୍ ସୁନ୍ଲାଇ, ମାତର୍ କାକେ ଦେକି ନାପାର୍ଲାଇ ।
ତେଇ ଟିଆଅଇ ରଇଲା ଲକ୍ମନ୍ ଏ ସବଦ୍ ସୁନି କରି “ଏଟା ବାଦଲ୍ ଗୁଡ୍ଗୁଡ୍ଲା” ବଲି କଇଲାଇ । ମାତର୍ ଅଦେକ୍ ଲକ୍ମନ୍, “ସର୍ଗେଅନି ଗଟେକ୍ ଦୁତ୍ ତାର୍ ସଙ୍ଗ୍ କାତା ଅଇଲାନି” ବଲି କଇଲାଇ ।
ମର୍ସଙ୍ଗ୍ ରଇଲା ଲକ୍ ସେ ଉଜଲ୍ ଦେକ୍ଲାଇ, ମାତର୍ ମର୍ ସଙ୍ଗ୍ କାତା ଅଇବା ଲକର୍ ସର୍ ସୁନି ନାପାର୍ଲାଇ ।