5 ସେ କଇଲା, “ତମେ କେ ମାପ୍ରୁ ?” “ତୁଇ ଜାକେ ସାଦ୍ଲୁସ୍ନି, ସେ ଜିସୁ ମୁଇ ।
ମାତର୍ ପିତର୍ କଇଲା, “ନାଇ ମାପ୍ରୁ, ଆମର୍ ଜିଉଦି ନିୟମ୍ ଇସାବେ ଅସୁକଲ୍ ବଲି କଇବା କାଇ ମାଉଁସ୍ ମିସା କାଇନାଇ ।”
ଆମେ ସବୁ ଲକ୍ ତଲେ ଅଦ୍ରି ଡୁଲିଦେଲୁ ଆରି ଇବ୍ରୁ ବାସାଇ ମକେ କଇତେରଇବା ଏ କାତା ସୁନ୍ଲି, “ସାଉଲ୍, ସାଉଲ୍ !” ତୁଇ ମକେ କାଇକେ କସ୍ଟ ଦେଲୁସ୍ନି ? କସ୍ଲାବେଲେ କସ୍ବାଲକ୍ ବଲଦ୍କେ ତୁତାରିବୁସ୍ଲେ ବଲଦ୍ ଲାତ୍ମାର୍ବା ପାରା, ତୁଇ ନିଜେ କସ୍ଟ ପାଇଲୁସ୍ନି ।
“ମୁଇ ମିସା ସେମନର୍ ପାରା ରଇଲି । ନାଜରିତିୟ ଜିସୁର୍ ବାଟେ ଜିବା ସବୁ ଲକ୍ମନର୍ ବିରୁଦେ ମର୍ ଜେତ୍କି ବପୁ ସଙ୍ଗ୍ ମିସା କାମ୍ କର୍ବାର୍ ଆଚେ ବଲି ଚିନ୍ତା କଲି ।
ମାତର୍ ସେଟା ଜଦି ପର୍ମେସରର୍ଟାନେ ଆସିରଇସି ବଇଲେ, ତାକେ ତମେ ଦବାଇନାପାରାସ୍ । ସେତ୍କିଅନି ଡିସ୍ସି ଜେ ତମେ ପର୍ମେସରର୍ ବିରଦେ ଜୁଜ୍ଲାସ୍ନି ।” ବଡ୍ସବାର୍ ଲକ୍ମନ୍ ଗମଲିଏଲ୍ କଇଲା କାତା ମାନ୍ଲାଇ ।
ତେଇ ସେ ତଲେ ଅଦ୍ରି ଗାଲା ଆରି ଗଟେକ୍ କଇବା କାତା ସୁନ୍ଲା “ଏ ସାଉଲ୍ ତୁଇ ମକେ କାଇକେ ସାଦ୍ଲୁସ୍ନି ?”
ଏବେ ଉଟ୍, ନଅରେ ଜା, କାଇଟା କର୍ବାକେ ଅଇସି, ତେଇ ତକେ ଜାନାଇବି ।”
ଜଦି ମାପ୍ରୁ ଆମର୍ ଉପ୍ରେ ରିସା ଅଇଲେ, ତାର୍ ଡଣ୍ଡେଅନି ଆମେ ରକିଆ ପାଇ ନାପାରୁ । କାଇ ମାପ୍ରୁର୍ ଟାନେଅନି ଆମେ ଅଦିକ୍ ବପୁ ଆଚୁକି ?
ଏ ସବୁ ବିସଇ ମୁଇ କରିସାରାଇ ଆଚି ବଲି କଇନାଇ । ପର୍ମେସର୍ ମକେ ସିଦ୍ କରି ସାରାଇଆଚେ ବଲି ମିସା ମୁଇ କଇନାଇ । ମାତର୍, କିରିସ୍ଟର୍ ପାରା ଅଇବାକେ ମୁଇ ବେସି ଚେସ୍ଟା କଲିନି । ସେଟାର୍ପାଇ କିରିସ୍ଟ ମକେ ବାଚ୍ଲା ଆଚେ ।
ଗଟେକ୍ ବେଲାଇ କିରିସ୍ଟର୍ ବିସଇର୍ କାରାପ୍ କାତା କଇତେରଇଲେ ମିସା ଆରି ବିନ୍ ବିସ୍ବାସିମନ୍କେ କାରାପ୍ ଇସାବେ ଦେକି ନିନ୍ଦା କର୍ତେରଇଲି ମିସା, ପର୍ମେସର୍ ମକେ ଦୟା ଦେକାଇଲା । କାଇକେବଇଲେ ମୁଇ କାଇଟା କର୍ତେରଇଲି, ସେଟା ନିଜେ ନାଜାନ୍ତେରଇଲି । ଆରି ମୁଇ କିରିସ୍ଟକେ ବିସ୍ବାସ୍ ନ କରିରଇଲି ।