38 ଜପା ଜାଗା ଲୁଦାଇଅନି ଦୁରିକେ ନ ରଇଲା । ପିତର୍ ଲୁଦାଇ ଆଚେ ବଲି ସୁନିକରି ଜପାଇ ରଇବା ବିସ୍ବାସିମନ୍ ଦୁଇ ଲକ୍କେ ପିତରର୍ ଲଗେ କଇ ପାଟାଇଲାଇ । “ଅଲସମ୍ ନ କରି, ଦାପେ ଆମର୍ ଲଗେ ଚନେକ୍ ଆସା ।”
ଏବେ ସିମନ୍ ପିତର୍ ନାଉଁର୍ ଗଟେକ୍ ଲକ୍କେ ଇତି ଡାକି ଆନ୍ବାକେ, ଜପାଇ ଲକ୍ ପାଟାଆ ।
ସେ ସେମନ୍କେ ଦୁତ୍ କଇରଇବା ସବୁ କାତା ଜାନାଇ କରି ଜପାଇ ପାଟାଇଲା ।
ତାର୍ ଗରେ ସେ କେନ୍ତି ସରଗ୍ ଦୁତର୍ ଦର୍ସନ୍ ପାଇରଇଲା, ସେ ବିସଇ ଆମ୍କେ ଜାନାଇଲା । ସରଗ୍ ଦୁତ୍ ତାକେ ଏନ୍ତି କଇରଇଲା, ଜପାତେଇ ରଇବା ପିତର୍କେ, ତାର୍ ଆରି ଗଟେକ୍ ନାଉଁ ଅଇଲାନି ସିମନ୍, ତାକେ ଇତି ଡାକି ଆନ୍ବାକେ ଲକ୍ ପାଟା ।
ତେଇ ତାକେ ବେଟ୍ପାଇ ବର୍ନବା ଆନ୍ଟିଅକେ ଡାକି ଦାରିଆଇଲା । ପୁରା ଗଟେକ୍ ବରସ୍ ଜାକ ବର୍ନବା ଆରି ସାଉଲ୍ ତେଇ ମଣ୍ଡଲିର୍ ବିସ୍ବାସିମନର୍ ସଙ୍ଗ୍ ମିସି, ଲକ୍ମନ୍କେ ସିକିଆ ଦେଲାଇ । ଏ ଆନ୍ଟିଅକର୍ ବିସ୍ବାସିମନ୍କେସେ ଲକ୍ମନ୍ ସିଗ୍ ପର୍ତୁମ୍ କିରିସ୍ଟାନ୍ ବଲି କଇରଇଲାଇ ।
“ମୁଇ ଜପା ନାଉଁର୍ ନଅରେ ପାର୍ତନା କର୍ବା ବେଲେ ଗଟେକ୍ ଦର୍ସନ୍ ଦେକ୍ଲି । ଗଟେକ୍ ବଡେଟା ଚାଦର୍ ଚାରିକନେ ଡର୍ସଙ୍ଗ୍ ବାନ୍ଦି ଜୁଲାଇଅଇ ଆକାସେଅନି ଉତର୍ଲା ଆରି ସେଟା ମର୍ଲଗେ ଅଟକ୍ଲା ।”
ଆରି କାଆପିଆ ଅଇ ବପୁ ଅଇଲା । ସାଉଲ୍ ଜିସୁକେ ବିସ୍ବାସ୍ କର୍ବା ଲକ୍ମନର୍ ସଙ୍ଗ୍ ଦାମାସ୍କସେ କେତେ ଦିନ୍ ରଇଲା ।
ପିତର୍ ବିନ୍ ବିନ୍ ଜାଗାଇ ବୁଲି ବୁଲି ତରେକ୍ ଲୁଦାଇ ବାସାଅଇରଇବା, ମାପ୍ରୁର୍ ଲକ୍ମନର୍ ସଙ୍ଗ୍ ମିସ୍ବାକେ ଗାଲା ।
ଜପାଇ, ଟାବିତା ନାଉଁର୍ ଗଟେକ୍ ବିସ୍ବାସି ମାଇଜି ବାସା ଅଇରଇଲା । ତାର୍ ଗିରିକ୍ ନାଉଁ, ଦାର୍କାସ୍ । ତାର୍ ଅରତ୍ କଟ୍ରା । ସେ ସବୁବେଲା ସତ୍ କାମ୍ କରି, ରଗି ଦୁକିମନର୍ ସେବା କର୍ତେ ରଇଲା । ସେବେଲେ ସେ ରଗ୍ବେମାର୍ ଅଇ ମରିଗାଲା ।
ଏ କବର୍ ଜପାର୍ ଗୁଲାଇ ବାଟର୍ ଲକ୍ ସୁନ୍ଲାଇ ଆରି କେତେ କେତେ ଲକ୍ମନ୍ ମାପ୍ରୁକେ ବିସ୍ବାସ୍ କଲାଇ ।
ପିତର୍ ବେସି ଦିନ୍ ଜପାଇ ସିମନ୍ ନାଉଁର୍ ଗଟେକ୍ ଲକ୍, ଜେକି ପସୁମନର୍ ଚାମ୍ ସଙ୍ଗ୍ କାଇକାଇ ଜିନିସ୍ମନ୍ ତିଆର୍ କରି ବଁଚ୍ତେ ରଇଲା, ତାର୍ ଗରେ ରଇଲା ।