35 କଇଲା ଦାପ୍ରେ ଏନିୟ ଉଟି ଟିଆଅଇଲା । ଏଟା ଦେକି କରି ଲୁଦା ଆରି ସାରନେ ବାସା ଅଇରଇବା ସବୁ ଲକ୍ମନ୍ ମାପ୍ରୁର୍ ବାଟେ ଆଇବାକେ ମନ୍ କଲାଇ ।
ପରମେସରର୍ ବପୁ ସେମନର୍ ସଙ୍ଗ୍ ରଇଲା ଆରି ବେସି ଲକ୍ ବିସ୍ବାସ୍ କରି ମାପ୍ରୁର୍ ବାଟେ ମନ୍ ବାଉଡାଇଲାଇ ।
ଏବେ ଜାକୁବ୍ କଇବାକେ ଆରାମ୍କଲା । ସେ କଇଲା, “ମର୍ ବିଚାର୍ ଇସାବେ, ଜନ୍ ଜିଉଦି ନଇଲା ଲକ୍ମନ୍ ପରମେସରର୍ ବାଟେ ବାଅଡ୍ଲାଇ ଆଚତ୍, ଆମେ ଆରି ସେମନ୍କେ ଅଇରାନ୍ ନ କରୁ ।
ଏଟା ଦୁଇ ବରସ୍ ଦାରି ଚାଲ୍ଲା । ରମ୍ ଦେସର୍ ଆସିଆ ଦେସେ ବାସା କରିରଇବା ବେସି ଜିଉଦି ଆରି ଗିରିକ୍ ଲକ୍ ମିସା ମାପ୍ରୁର୍ ବାକିଅ ସୁନ୍ଲାଇ ।
ଏନ୍ତିବାବ୍ରେ ପରମେସରର୍ ବାକିଅ ଅଦିକ୍ ଅଦିକ୍ ଗୁଲାଇବାଟେ ଉଡ୍ରା ଅଇଜାଇ ଅଦିକ୍ ବପୁ ଅଇବାର୍ ଦାର୍ଲା ।
ସେମନ୍ ପର୍ମେସର୍କେ ଡାକ୍ପୁଟା କର୍ତେରଇଲାଇ ଆରି ଜିରୁସାଲେମର୍ ସବୁଲକ୍ ସେମନ୍କେ ନିକ ବଲି ବାବ୍ତେରଇଲାଇ । ମାପ୍ରୁ ଜନ୍ ଲକ୍ମନ୍କେ ମୁକ୍ତି କର୍ତେରଇଲା, ଦିନ୍କେ ଦିନ୍ ସେମନର୍ ଦଲେ ମିସାଇତେରଇଲା ।
ମାତର୍ ବେସି ଲକ୍ ସେମନର୍ ସିକିଆ ସୁନିକରି ବିସ୍ବାସ୍ କଲାଇ, ଆରି ତାକର୍ ବିତ୍ରେଅନି ମୁନୁସ୍ପିଲା ସେ ଅଦିକ୍ ଅଇକରି ପାକାପାକି ପାଁଚ୍ଅଜାର୍ ଅଇଲାଇ ।
ଏନ୍ତାରି ପର୍ମେସରର୍ ବାକିଅ ଗୁଲାଇବାଟର୍ ଲକ୍ ସୁନ୍ଲାଇ । ଜିରୁସାଲମେ ଅଦିକ୍ ଅଦିକ୍ ସିସ୍ମନ୍ ବଡ୍ବାର୍ ଦାର୍ଲାଇ, ବେସି ପୁଜାରିମନ୍ ମିସା ଜିସୁକେ ବିସ୍ବାସ୍ କଲାଇ ।
ପିତର୍ ତାକେ କଇଲା, “ଏନିୟ ଜିସୁ ମାପ୍ରୁ ତକେ ନିକ କରିଆଚେ । ଉଟ୍ ଆରି ତର୍ ଅଚ୍ନା ସାଜାଡ୍ ।”
ଏ କବର୍ ଜପାର୍ ଗୁଲାଇ ବାଟର୍ ଲକ୍ ସୁନ୍ଲାଇ ଆରି କେତେ କେତେ ଲକ୍ମନ୍ ମାପ୍ରୁକେ ବିସ୍ବାସ୍ କଲାଇ ।
ମାତର୍ ସାସ୍ତର୍ କଇଲାନି, “ଜଦି ଜେ ମାପ୍ରୁର୍ ବାଟେ ମନ୍ ବାଉଡାଇଲେ, ତାର୍ ମନେ ଡାବିଅଇ ରଇବାଟା ଉଗାଡି ଅଇସି ।”