30 ବିସ୍ବାସି ବାଇମନ୍ ଏ କାତା ଜାନିକରି ସାଉଲ୍କେ କାଇସରିଆ ନାଉଁର୍ ଗଟେକ୍ ଜାଗାଇ ଦାରିଗାଲାଇ । ଆରି ତେଇଅନି ତାକେ ତାର୍ସିସ୍ ବଲି ବିନ୍ ଗଟେକ୍ ଜାଗାଇ ପାଟାଇ ଦେଲାଇ ।
ଗଟେକ୍ ନଅରେ ଦୁକ୍ କସ୍ଟ ଦେଲେ, ତମେ ଆରି ଗଟେକ୍ ନଅରେ ଉଟି ପାଲାଆ । ମୁଇ ତମ୍କେ ସତ୍କାତା କଇଲିନି, ତମେ ଇସ୍ରାଏଲ୍ ଦେସେ ରଇବା ସବୁ ଗଡେ ବୁଲି ନ ସାର୍ତେ, ନର୍ପିଲା ମୁଇ ଆରି ତରେକ୍ ବାଉଡି ଆସିରଇବି ।
ଜିସୁ କାଇସେରିଆ ପିଲିପି ଗଡ୍ ପାକାପାକି ଜାଗାଇ ଗାଲା ପଚେ ସିସ୍ମନ୍କେ ପାଚାର୍ଲା, “ନର୍ପିଲା କେ ବଲି ଲକ୍ମନ୍ କାଇଟା କଇଲାଇନି ?”
କେତେ ଦିନ୍ ଗାଲାପଚେ ପାକାପାକି ସଏ କଡେ ଲକ୍ ବିସ୍ବାସି ବାଇମନ୍ ରଇଲା ଗଟେକ୍ ସବାଇ, ପିତର୍ ଲକ୍ମନର୍ ମୁଆଟେ ଉଟି ଟିଆଅଇ କଇଲା,
ତାର୍ ପଚେ ବର୍ନବା ସାଉଲ୍କେ କଜ୍ବାକେ ତାର୍ସସ୍ ଜାଗାଇ ଗାଲା ।
ରାତି ଅଇଲା ଦାପ୍ରେ, ବିସ୍ବାସି ବାଇମନ୍ ପାଉଲ୍ ଆରି ସିଲାକେ ବେରିଆ ନାଉଁର୍ ଜାଗାଇ ପାଟାଇଦେଲାଇ । ସେମନ୍ ତେଇ କେଟି, ଜିଉଦି ଲକ୍ମନର୍ ପାର୍ତନା ଗରେ ଗାଲାଇ ।
ପାଉଲ୍କେ ଡାକିନେବା ଲକ୍ମନ୍, ତାର୍ ସଙ୍ଗ୍ ଆତେନସ୍ ଜାକ ଗାଲାଇ । ତେଇଅନି ସେମନ୍ ବେରିଆଇ ବାଉଡି ଆସି, ସିଲା ଆରି ତିମତିକେ କଇଲାଇ, “ତମ୍କେ ପାଉଲ୍ ବେଗି ମିସ୍ବାକେ କବର୍ ପାଟାଇ ଆଦେସ୍ ଦେଲାଆଚେ ।”
ତେଇ କେତେଟା ଜିସୁକେ ବିସ୍ବାସ୍ କର୍ବା ବାଇମନ୍କେ ମିସ୍ଲୁ । ତାକର୍ ସଙ୍ଗ୍ ଗଟେକ୍ ଆଟ୍ ରଇବାକେ ସେମନ୍ ଆମ୍କେ ବାବୁଜିଆ କଲାଇ । ସାରାସାରିପଚେ ଆମେ ରମ୍ ଦେସେ ଜାଇ କେଟ୍ଲୁ ।
ଚନେକ୍ ଗାଲା ପଚେ ପିଲିପ୍ ଦେକ୍ଲାଜେ ସେ ଅସଦର୍ ବଲି ଗଟେକ୍ ଜାଗାଇ କେଟିଆଚେ । ତେଇଅନି ସେ କାଇସେରିଆଇ ଗାଲା ଆରି ବାଟେ ରଇବା ସଅର୍ମନ୍କେ ସୁବ୍ କବର୍ ଜାନାଇଲା ।
ମାପ୍ରୁ କଇଲା, “ତିଆର୍ ଅ । ସଲକ୍ ନାଉଁର୍ ବାଟ୍ଦାରି ଜିଉଦାର୍ ଗରେ ଜା । ତେଇ ତାର୍ସସେଅନି ଆସି ରଇବା ସାଉଲ୍ ନାଉଁର୍ ଗଟେକ୍ ଲକ୍କେ କଜ୍ । ସେ ପାର୍ତନା କଲାନି ।
ତାର୍ପଚେ ମୁଇ ସିରିଆ ଆରି ସିଲିସିଆର୍ ବେସି ଜାଗାଇ ଜାଇରଇଲି ।