28 ଆରି ସାଉଲ୍, ପେରିତ୍ ସିସ୍ମନର୍ ସଙ୍ଗ୍ ରଇଲା ଆରି ଜିରୁସାଲମର୍ ଗୁଲାଇବାଟେ ଜାଇ, ନ ଡର୍ତେ ମାପ୍ରୁର୍ ବାକିଅ ଜାନାଇଲା ।
ମୁଇ ଦୁଆର୍, ଜଦି କେ ମିସା ମର୍ ବାଟେ ଆସି କେଟ୍ସି ବଇଲେ, ସେ ରକିଆପାଇସି, ଆରି ସେ ବିତ୍ରେ ଆରି ବାଇରେ ଜାଇ ଚାରି ପାର୍ସି ।
“ସେଟାର୍ ପାଇ, ଜିସୁମାପ୍ରୁ ଆମର୍ ସଙ୍ଗ୍ ଗାଲାବେଲେ ଜେ ଆମର୍ ଦଲେ ସବୁବେଲେ ରଇଲା, ସେନ୍ତାରି ଗଟେକ୍ ଲକ୍କେ ବାଚ୍ବାର୍ ଆଚେ ।
ବଡ୍ସବାର୍ ଲକ୍ମନ୍ ପିତର୍ ଆରି ଜଅନର୍ ସାଆସ୍ ଦେକି କାବା ଅଇଗାଲାଇ । ସେମନ୍ ପାଟ୍ସାଟ୍ ନ ପଡି ଅବ୍କା ଲକ୍ମନ୍ସେ ବଲି ଜାନିରଇଲାଇ । ଆରି ସେମନ୍ ଦୁଇ ଲକ୍ ଜିସୁର୍ ସଙ୍ଗ୍ ରଇଲାଇ ବଲି ଚିନିରଇଲାଇ ।
“ଏ ମାପ୍ରୁ, ସେମନ୍ ଆମ୍କେ ଜନ୍ ଦମକ୍ ଦେଲାଇ ଆଚତ୍ ସେ ବିସଇ ସୁନା ଆରି ନ ଡର୍ତେ ତମର୍ କାତା ଜାନାଇବାକେ ତମର୍ ଏ ଦାଙ୍ଗ୍ଡାମନ୍କେ ଡାଟ୍ କରା ।
ସାଉଲ୍ ଏ ସବୁ ବିସଇ ଗିରିକ୍ ବାସା କଇବା ଜିଉଦିମନର୍ ସଙ୍ଗ୍ ଦଦାପେଲା ଅଇଲା । ମାତର୍ ସେମନ୍ ସାଉଲ୍କେ ମରାଇବାକେ ଚେସ୍ଟା କଲାଇ ।
ଆରି ତିନ୍ ବରସ୍ ପଚେ ମୁଇ ପିତର୍କେ ବେଟ୍ ଅଇବାକେ ଜିରୁସାଲାମେ ଗାଲି । ତେଇ ତାର୍ସଙ୍ଗ୍ ଦୁଇ ଆଟ୍ ରଇଲି ।