25 ମାତର୍ ଦିନେକ୍, ରାତିବେଲେ ସାଉଲର୍ ସିସ୍ମନ୍ ତାକେ ଡାଲାଇ ସାଜାଡି ନଅରର୍ ଚାରିବେଟ୍ତି ରଇବା ପାଚୁରିର୍ କାଣା ବାଟେ ତଲେ ଉତ୍ରାଇଦେଲାଇ ।
ସବୁ ଲକ୍ ପେଟ୍ପୁର୍ତେ କାଇଲାଇ । ଆରି ସିସ୍ମନ୍ ଅଗଲ୍ଲାଟା ସାତ୍ଟାଡାଲାଇ ବର୍ତି କଲାଇ ।
ଆନ୍ଟିକିଅର୍ ସିସ୍ମନ୍ ଜିଉଦାଇ ରଇଲା ବିସ୍ବାସି ବାଇମନ୍କେ ତାକର୍ ପାର୍ଲା ଏତ୍କି ଡାବୁ ପାଟାଇବାକେ ଟିକ୍ କଲାଇ ।
ମାତର୍ ସାଉଲ୍ ସେମନର୍ କୁଟ୍ କାତା ଜାନ୍ଲା । ସାଉଲ୍କେ ମରାଇବାକେ ସେମନ୍ ଦିନ୍ ରାତି ନଅରର୍ ସବୁ ଦୁଆର୍ମନ୍କେ ଜାଗ୍ଲାଇ ।
ସାଉଲ୍ ଜିରୁସାଲାମେ ଜାଇ ସିସ୍ମନର୍ ସଙ୍ଗ୍ ମିସ୍ବାକେ ଚେସ୍ଟା କଲା । ମାତର୍ ସେମନ୍ ସାଉଲ୍କେ ଗଟେକ୍ ସିସ୍ ବଲି ମୁଲ୍କେ ବିସ୍ବାସ୍ କରତ୍ ନାଇ । ସବୁ ଲକ୍ ତାକେ ଡର୍ତେ ରଇଲାଇ ।
କେନ୍ତି ବଇଲେ ତେଇର୍ ପାକ୍ନା ପାଚୁରିର୍ କାଣାବାଟେ ମକେ ଚାଟ୍ନାଇ ପୁରାଇ ଉତ୍ରାଇ ଦେଲାଇ । ଆରି ତାର୍ ଟାନେ ଅନି ବଁଚିଗାଲି ।