ପେରିତ୍ 9:21 - ସତିଅର୍ ବାଟ୍ ନୁଆ ନିୟମ୍ 202021 ଜନ୍ ଲକ୍ମନ୍ ତାର୍ କାତା ସୁନ୍ଲାଇ, କାବାଅଇଜାଇକରି ପାଚାର୍ଲାଇ, “ଜିରୁସାଲମେ ଜିସୁକେ ବିସ୍ବାସ୍ କରି ପାର୍ତନା କର୍ବା ଲକ୍ମନ୍କେ ଜନ୍ଲକ୍ ମରାଇତେ ରଇଲା, ଏ କାଇ ସେ ଲକ୍ ନଏଁ କି ? ସେମନ୍କେ ମୁକିଅ ପୁଜାରିମନର୍ ଲଗେ ଦାରିନେବାକେ ସେ କାଇ ଇତି ଆସି ନ ରଇଲା କି ?” အခန်းကိုကြည့်ပါ။ |