10 ଦାମାସ୍କସେ ଅନନିୟ ନାଉଁର୍ ଗଟେକ୍ ବିସ୍ବାସି ଲକ୍ ରଇଲା, ସେ ମାପ୍ରରୁ ଦର୍ସନ୍ ପାଇଲା, ମାପ୍ରୁ ତାକେ କଇଲା, “ଅନନିୟ !” ସେ କଇଲା, “ମୁଇ ଇତି ଆଚି ମାପ୍ରୁ, କୁଆ ।”
ଦିନେକ୍ ଆଡ୍ବେଲାର୍ ତିନ୍ଟା ବେଲେ କର୍ନିଲିଅ ପାର୍ତନା କଲାବେଲେ, ଗଟେକ୍ ଦର୍ସନ୍ ପାଇଲା । ତେଇ ପର୍ମେସରର୍ ଦୁତ୍ ଆସି ତାକେ “କର୍ନିଲିଅ !” ବଲି ଡାକ୍ବାଟା ନିକ ସଙ୍ଗ୍ ଦେକ୍ଲା ।
“ମୁଇ ଜପା ନାଉଁର୍ ନଅରେ ପାର୍ତନା କର୍ବା ବେଲେ ଗଟେକ୍ ଦର୍ସନ୍ ଦେକ୍ଲି । ଗଟେକ୍ ବଡେଟା ଚାଦର୍ ଚାରିକନେ ଡର୍ସଙ୍ଗ୍ ବାନ୍ଦି ଜୁଲାଇଅଇ ଆକାସେଅନି ଉତର୍ଲା ଆରି ସେଟା ମର୍ଲଗେ ଅଟକ୍ଲା ।”
ପିତର୍ ଦୁତର୍ ପଚେ ପଚେ ବନ୍ଦିଗରେ ଅନି ବାରଇ ଆଇଲା । ଦୁତ୍ ଜନ୍ଟା କର୍ତେରଇଲା, ସେଟା ସତ୍ କି ନଏଁ ବଲି ଜାନି ନାପାର୍ତେରଇଲା । “ଏଟା ଗଟେକ୍ ଦର୍ସନ୍ ଦେକ୍ଲିନି ।” ବଲି ବାବ୍ତେରଇଲା ।
ପାଉଲ୍ ଏ ଦର୍ସନ୍ ଦେକ୍ଲା ଦାପ୍ରେ, ମାସିଦନିଆଇ ଜିବାକେ ଆମେ ତିଆର୍ ଅଇଲୁ, କାଇକେବଇଲେ ଆମେ ନିକ ସଙ୍ଗ୍ ଜାନ୍ଲୁ, ପର୍ମେସର୍ ତେଇର୍ ଲକ୍ମନର୍ ବିତ୍ରେ, ସୁବ୍ କବର୍ ଜାନାଇବାକେ ଆମ୍କେ ଡାକ୍ଲା ଆଚେ ।
ତରଆଇ ରଇଲାବେଲେ, ସେ ରାତିଆ ପାଉଲ୍ ଗଟେକ୍ ଦର୍ସନ୍ ଦେକ୍ଲା । ସେ ଦର୍ସନେ ମାସିଦନିଆର୍ ଗଟେକ୍ ଲକ୍ ଟିଆଅଇ ବାବୁଜିଆ କରି କଇଲା “ମାସିଦନିଆଇ ଆସି ଆମ୍କେ ସାଇଜ କରା !”
ଗଟେକ୍ ରାତି, ପାଉଲ୍ ଦର୍ସନ୍ ଦେକ୍ଲା । ଦର୍ସନେ ମାପ୍ରୁ ତାକେ କଇଲା, “ଡର୍ ନାଇ, ଜାନାଇତେ ରଅ, ସେଟା ତେବାନାଇ ।
ସେଟା କାଇଟା ବଇଲେ ପର୍ମେସର୍ କଇଲାନି, “ସାରାସାରି ଦିନେ ମୁଇ ଏ ସବୁ ବିସଇ କର୍ବି । ମର୍ ଆତ୍ମା ଜବର୍ ଅଇତେ ସବୁବାଟର୍ ଲକ୍କେ ଦେବି । ତମର୍ ପିଲାଜିଲା ମୁଇ କଇବା କାତା କଇବାଇ । ତମର୍ ଦାଙ୍ଗ୍ଡାପିଲାମନ୍କେ ମୁଇ ଦର୍ସନ୍ ଦେକାଇବି । ଆରି ଡକ୍ରା ଲକ୍ମନ୍ ମର୍ ବିସଇନେଇ ସପନ୍ ଦେକ୍ବାଇ ।
ଦାମାସ୍କାସେ ଅନନିଅ ନାଉଁର୍ ଗଟେକ୍ ଦରମ୍ ଲକ୍ ରଇଲା । ସେ ଆମର୍ ରିତିନିତି ନାମି କରି ରଇଲା, ତେଇ ରଇବା ଜିଉଦିମନ୍ ସବୁ ତାକେ ବେସି ନାମ୍ତେ ରଇଲାଇ ।
ସେ ଦର୍ସନ୍ ଦେକ୍ଲାବେଲେ ଅନନିୟ ବଲି ଗଟେକ୍ ଲକ୍ ତାର୍ ଗରେ ପୁର୍ବାଟା ସେ ଦେକିଆଚେ, ତୁଇ ଜା ଆରି ସେ ଜେନ୍ତିକି ଆରିତରେକ୍ ଦେକିପାର୍ସି ତାର୍ ଉପ୍ରେ ଆତ୍ ସଙ୍ଗ ।”
ତିନ୍ଦିନ୍ ଜାକ ସେ କାଇଟା ଦେକି ନାପାର୍ଲା ଆରି ତିନ୍ଦିନ୍ ଜାକ କାଏ ନାଇ କି ପିଏ ନାଇ ।
ପୁର୍ବେ ମୁଇ ଦାମାସ୍କାସେ ରଇଲା ବେଲେ ରାଜା ଆରେତାସରର୍ ତଲେ ଗଟେକ୍ ସାସନ୍ କାରିଆ ରଇଲା । ସେ ସଅର୍ ସନ୍ଦି ଜାଗ୍ବାକେ ତାର୍ ସନିଅମନ୍କେ କଇଲା । ଜେନ୍ତାରି କି ଜେଡେବେଲେ ମୁଇ ସେ ସଅରେ ବାରଇତି, ସେମନ୍ ମକେ ଦାର୍ତାଇ ।
ଜେନ୍ତିକି ମର୍ ଆଗ୍ତୁ ଜେତ୍କି ଲକ୍ ପେରିତ୍ ସିସ୍ ଅଇରଇଲାଇ, ସେମନର୍ ସଙ୍ଗ୍ ମିସ୍ବାକେ ଜିରୁସାଲାମେ ଜାଇନାଇ । ସେବେଲେ ମୁଇ ଦାପ୍ରେ ବାରଇ ଆରବ୍ ଦେସେ ଉଟିଗାଲି । ଜାଇକରି ଆରିତରେକ୍ ଦାମାସ୍କସେ ବାଉଡି ଆଇଲି ।