1 ସେ ସବୁ ଗଟ୍ବା ବେଲେ, ସାଉଲ୍ ମାପ୍ରୁର୍ ସିସ୍ମନ୍କେ ମରାଇଦେବି ବଲି ଦମ୍କାଇତେ ରଇଲା । ସେ ବଡ୍ ପୁଜାରିର୍ ଲଗେ ଗାଲା ।
ତାକେ ନଅରର୍ ବାଇରେ ଜିକିନେଇକରି ତାର୍ ଉପ୍ରେ ପାକ୍ନା ସଙ୍ଗ୍ ମାର୍ବାର୍ ଦାର୍ଲାଇ । ସାକି ଦେଉମନ୍ ତିପାନ୍ ପିନ୍ଦିରଇଲା ବସ୍ତର୍ ସାଉଲ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡାକେ ଜିମାଦେଇ ଚାଡି ଜାଇରଇଲାଇ ।
ମାତର୍ ସାଉଲ୍ ମଣ୍ଡଲିକେ କୁରୁପ୍ନାସ୍ କର୍ବାକେ ଚେସ୍ଟା କଲା । ସେ ଗରେ ଗରେ ଜାଇ ଜିସୁକେ ବିସ୍ବାସ୍ କର୍ବା ମୁନୁସ୍ ପିଲା ଆରି ମାଇଜି ଟକିମନ୍ ସବୁକେ ଜିକି ଆନି ବନ୍ଦି ଗରେ ପୁରାଇ ଦେଲା ।
ସବୁ ପେରିତ୍ ସିସ୍ମନର୍ ବିତ୍ରେ ଅନି ମୁଇସେ ସାନ୍ । ପେରିତ୍ ବଲି ଡାକାଇ ଅଇବାକେ ମର୍ ଅଦିକାର୍ ନାଇ । କାଇକେବଇଲେ ପର୍ମେସରର୍ ମଣ୍ଡ୍ଲିର୍ ବିସ୍ବାସିମନ୍କେ ମୁଇ କସ୍ଟ ଦେଇତେ ରଇଲି ।
ଆଗ୍ତୁ ମୁଇ ଜିଉଦି ଦରମ୍ ନାମ୍ବା ବେଲାଇ ଜେନ୍ତିକି ଜିଇତେ କାଇତେ ରଇଲି । ପାର୍ତନା କର୍ବାକେ ରୁଣ୍ଡ୍ବା ଲକ୍ମନ୍କେ କେନ୍ତି କସ୍ଟ ଦେଇତେ ରଇଲି ଆରି ସେଟାମନ୍ ନସ୍ଟ କର୍ବାକେ କେନ୍ତି ଚେସ୍ଟା କରିରଇଲି, ଏଟା ସବୁ ବିସଇ ତମ୍କେ ଜାନାଇଦିଆଅଇଆଚେ ।
ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାକେ ମୁଇ ବେସି ମନ୍ କଲି ଆରି ସେନ୍ତାରି କରୁ କରୁ ଜିସୁର୍ ସିସ୍ମନ୍କେ କସ୍ଟ ଦେଲି । ଆମର୍ ଜିଉଦି ନିୟମ୍ ସବୁ ପୁରାପୁରୁନ୍ ମାନ୍ଲାର୍ ପାଇ ଜଦି ଗଟେକ୍ ଲକ୍ ଦରମ୍ ଅଇପାର୍ତା ବଇଲେ, ମୁଇ ସେନ୍ତାରି ଅଇତି । କାଇକେବଇଲେ ମୁଇ ସେ ସବୁ ନିୟମ୍ ମାନ୍ତେରଇଲି ।
ଗଟେକ୍ ବେଲାଇ କିରିସ୍ଟର୍ ବିସଇର୍ କାରାପ୍ କାତା କଇତେରଇଲେ ମିସା ଆରି ବିନ୍ ବିସ୍ବାସିମନ୍କେ କାରାପ୍ ଇସାବେ ଦେକି ନିନ୍ଦା କର୍ତେରଇଲି ମିସା, ପର୍ମେସର୍ ମକେ ଦୟା ଦେକାଇଲା । କାଇକେବଇଲେ ମୁଇ କାଇଟା କର୍ତେରଇଲି, ସେଟା ନିଜେ ନାଜାନ୍ତେରଇଲି । ଆରି ମୁଇ କିରିସ୍ଟକେ ବିସ୍ବାସ୍ ନ କରିରଇଲି ।