6 ପିଲିପ୍ କଇବା କାତା ସୁନି ଆରି ସେ କରିରଇବା କାବା ଅଇଜିବା କାମ୍ମନ୍ ସବୁ ଦେକି ଲକ୍ମନ୍ ତାକେ ଅଦିକ୍ ମନ୍ଦିଆନ୍ ଦେଇ ସୁନ୍ବାର୍ ଦାର୍ଲାଇ ।
ତାର୍ ଆର୍କର୍ ବିସ୍ରାମ୍ବାରେ ଆନ୍ଟିଅକିଅ ଗଡର୍ ସବୁ ଲକ୍ ମାପ୍ରୁର୍ ବାକିଅ ସୁନ୍ବାକେ ଜିଉଦିମନର୍ ପାର୍ତନା ଗରେ ରୁଣ୍ଡ୍ଲାଇ ।
ସିମନ୍ ନିଜେ ପିଲିପ୍ ଜାନାଇରଇବା ମାପ୍ରୁର୍ ବାକିଅ ସୁନି ବିସ୍ବାସ୍ କଲା । ଆରି ପିଲିପ୍ ତାକେ ଡୁବନ୍ ଦେଲା । ସେ ପିଲିପର୍ ସଙ୍ଗ୍ ସବୁଜାଗାଇ ଜିବାର୍ ଦାର୍ଲା । ପିଲିପ୍ କରିରଇବା କାବା ଅଇଜିବା କାମ୍ମନ୍ ଆରି ଚିନ୍ମନ୍ ଦେକିକରି ସେ କାବା ଅଇଜାଇତେରଇଲା ।
ସେମନର୍ ବିତ୍ରେଅନି ପିଲିପ୍ ବଲି ଗଟେକ୍ ଲକ୍ ସମିରଣର୍ ମୁକିଅ ନଅରେ ଜାଇ, ତେଇ ରଇବା ଲକ୍ମନ୍କେ ମସିଅ କଇରଇବା କାତା ଜାନାଇଲା ।
କେତେ କେତେ ଲକ୍ମନର୍ ଟାନେଅନି ଡୁମାମନ୍ କିର୍କିରି କରି ବାରଇ ଗାଲାଇ । କେତେ କେତେ ଚେରେଙ୍ଗ୍ ରଗି ଆରି ଆତ୍ ଗଡ୍ ନ ଆଇବାଟାମନ୍ ନିକ ଅଇଗାଲାଇ ।