34 ବାଣ୍ଡାର୍ଗରିଆ ପିଲିପ୍କେ ପାଚାର୍ଲା, “ମୁଇ ତକେ ଗୁଆରି କଲିନି । ବବିସତ୍ବକ୍ତା କାର୍ ବିସଇ କଇଲାନି, ମକେ କୁଆ । ତାର୍ ନିଜର୍ ବିସଇ କି ଆରି କାର୍ ବିସଇ ?”
ଜିସୁ ଲକ୍ ଗଅଲି ବିତ୍ରେଅନି ବାରଇ ଆସି ଜେଡେବେଲେ ଗର୍ ବିତ୍ରେ ପୁର୍ଲା, ସେଡ୍କି ବେଲେ ତାର୍ ସିସ୍ମନ୍ ଆସି ପାଚାର୍ଲାଇ, “ଆମ୍କେ ଜୁଡ୍ ଗାଁସର୍ ଅରତ୍ ବୁଜାଇ ଦିଆ ।”
ପିତର୍ କଇଲା, “ଏ କାତା ଆମ୍କେ ନିକ କରି ବୁଜାଇଦେ ।”
ପିଲିପ୍ ତିଆର୍ ଅଇ ସେବାଟେ ଗାଲା । ଏଦେ ଦେକା ! ଇତିଅପିଆର୍ ଗଟେକ୍ ଲକ୍ ! ସେ ଗଟେକ୍ ବେଜୁ ରଇଲା । ସେ ଜିରୁସାଲମେ ପାର୍ତନା କର୍ବାକେ ଆସିରଇଲା ।
ଲକ୍ମନ୍ ନିନ୍ଦା କଲାବେଲେ ତାକେ ନିଆଇ ମିଲେ ନାଇ ତାର୍ କୁଟୁମର୍ ଲକର୍ ବିସଇ, କେ କଇ ନାପାରତ୍, କାଇକେବଇଲେ ମଚ୍ପୁରେ ତାର୍ ଜିବନ୍ ସାରିଗାଲା ଆଚେ ।”
ପିଲିପ୍ ଦରମ୍ ସାସ୍ତରର୍ ଏ ପଦେଅନି ଆରାମ୍ କରି ଜିସୁର୍ ବିସଇର୍ ସୁବ୍ କବର୍ ତାକେ ଜାନାଇଲା ।