25 ନିଜର୍ ଜିବନେ ଅଇରଇବା ବିସଇର୍ ସାକି ଆରି ମାପ୍ରୁର୍ ସୁବ୍ କବର୍ କଇସାରାଇଲା ପଚେ ପିତର୍ ଆରି ଜଅନ୍ ଜିରୁସାଲାମେ ବାଅଡ୍ଲାଇ । ବାଅଡ୍ବା ବାଟେ ସେମନ୍ ସମିରଣର୍ ବେସି ଗାଉଁମନ୍କେ ସୁବ୍କବର୍ ଜାନାଇଲାଇ ।
ଜିସୁ ବାର୍ଟା ସିସ୍ମନ୍କେ ପାଟାଇଲାବେଲେ କାଇଟା କର୍ବାର୍ ଆଚେ କାଇଟା ନାଇ ବଲି ଆଦେସ୍ ଦେଇ କଇଲା, “ତମେ ଜିଉଦି ନଇଲା ଲକ୍ମନର୍ କନ୍ ଜାଗାଇ ମିସା ଜାଆନାଇ କି ସମିରଣିୟ ଗଡେ ମିସା ପୁରାନାଇ ।
କାଇକେ ବଇଲେ ତେଇ ମର୍ ପାଁଚ୍ଟା ବାଇମନ୍ ଆଚତ୍ । ଲାଜାର୍ ଜାଇ ସେମନ୍କେ ଜାଗ୍ରତ୍ କରାଅ । ସେମନ୍ ସେ କାତା ସୁନି ପାପେଅନି ମନ୍ ବାଦ୍ଲାଅତ୍ । ସେମନ୍ ମଲେ ମୁଇ ଏବେ ବେସି କସ୍ଟ ପାଇବା ଏ ଜାଗାଇ ନ ଆସତ୍” ବଲି କଇଲା ।
ଆରି ତମେ ମିସା ମର୍ ବିସଇସେ କଇସା, କାଇକେବଇଲେ ଆରାମେଅନି ତମେ ମର୍ ସଙ୍ଗ୍ ଆଚାସ୍ ।”
ମାତର୍ ସୁକଲ୍ ଆତ୍ମା ତମର୍ ଉପ୍ରେ ଉତର୍ଲେ, ତମେ ପୁରାପୁରୁନ୍ ବପୁ ଅଇସା ଆରି ଜିରୁସାଲମ୍, ଜିଉଦାର୍ ସବୁଟାନେ, ସମିରଣ୍ ଆରି ଜଗତର୍ ସାରାସାରି ଜାକ ମର୍ ନାଉଁ ଦାରି ସାକି ଅଇସା ।”
ଏଟା ଦେକି ସାସନ୍କାରିଆର୍ ବିସ୍ବାସ୍ ଅଇଲା, କାଇକେ ବଇଲେ ମାପ୍ରୁର୍ ସିକିଆ ସୁନି ସେ କାବା ଅଇଜାଇରଇଲା ।
ସିଲା ଆରି ତିମତି ମାସିଦନିଆଇଅନି ବାଉଡି ଆଇଲା ପଚେ ପାଉଲ୍ ଜିଉଦିମନର୍ ଲଗେ ଜିସୁର୍ ସୁବ୍ କବର୍ ଜାନାଇବାକେ ପୁରାପୁରି ବେଲା ଦେଲା ଆରି ଜିସୁକେ ମସିଅ ବଲି ସାକି ଦେଲା ।
ଜିଉଦି ଆରି ଗିରିକ୍ ଲକ୍ମନ୍କେ ସବୁକେ ମୁଇ ଡାଟ୍ ସଙ୍ଗ୍ ଜାଗ୍ରତ୍ ରଇବା କାତା ସୁନାଇ ରଇଲି, ଜେନ୍ତାରିକି, ସେମନ୍ ପାପେଅନି ବାଉଡିକରି ପର୍ମେସରର୍ ବାଟେ ମନ୍ ଦେଅତ୍ ଆରି ମାପ୍ରୁ ଜିସୁକେ ବିସ୍ବାସ୍ କରତ୍ ।
ସେମନ୍ ଗଟେକ୍ଦିନ୍ ଟିକ୍ କଲାଇ ଆରି ଟିକ୍ କଲା ଦିନେ ସେମନର୍ ବିତ୍ରେଅନି ବେସି ଲକ୍ ପାଉଲ୍ ରଇବା ଜାଗାଇ ଆଇଲାଇ । ପାଉଲ୍ ସେମନ୍କେ ସାକାଲେଅନି ସଞ୍ଜ୍ଜାକ ପରମେସର୍ ରାଇଜ୍ ବିସଇ ବୁଜାଇଦେଲା ଆରି ମସାର୍ ରିତିନିତି ଆରି ବବିସତ୍ବକ୍ତାମନ୍ ଲେକ୍ଲା ସାସ୍ତରର୍ ବାକିଅ ଦେକାଇକରି ଜିସୁର୍ ବିସଇ ବୁଜାଇଲା ।
ସାରାସାରିପଚେ ପାଉଲ୍ କଇଲା “ତେବେ ପରମେସରର୍ ମୁକ୍ତି ଜିଉଦିନଇଲା ଲକ୍ମନର୍ ପାଇ ଆଇଲା ଆଚେ । ଏଟା ତମେ ଜାନିରୁଆ, ସେମନ୍ ମିସା ସେଟା ମାନ୍ବାଇ ।”
ଆରି ତାକେ କେ ମିସା ତେବାଅତ୍ ନାଇ । ସେ ପରମେସରର୍ ରାଇଜ୍ ବିସଇ ଜାନାଇକରି ମାପ୍ରୁ ଜିସୁକିରିସ୍ଟର୍ ବିସଇ ସିକିଆ ଦେଇତେରଇଲା ।
ଚନେକ୍ ଗାଲା ପଚେ ପିଲିପ୍ ଦେକ୍ଲାଜେ ସେ ଅସଦର୍ ବଲି ଗଟେକ୍ ଜାଗାଇ କେଟିଆଚେ । ତେଇଅନି ସେ କାଇସେରିଆଇ ଗାଲା ଆରି ବାଟେ ରଇବା ସଅର୍ମନ୍କେ ସୁବ୍ କବର୍ ଜାନାଇଲା ।
ଏ ଅଲପ୍ ବିସଇର୍ ଚିଟି ଲେକ୍ବାକେ ସିଲା ମକେ ସାଇଜ କରିରଇଲା । ସେ ଗଟେକ୍ ଆମର୍ ବିସ୍ବାସି ବାଇ । ତମର୍ ବିସ୍ବାସ୍ ଡାଟ୍ କରାଇବାକେ ଆରି ପର୍ମେସର୍ ତାର୍ ଜିବନ୍ ଦୁକାଇ ଦୟା ଦେକାଇଲାଟା ତମେ ସତଇସେ ଜାନ୍ଲାସ୍ନି ବଲି ଟିକ୍ କର୍ବାକେ ମୁଇ ଏ ଚିଟି ଲେକ୍ଲିନି । ତାର୍ ଜିବନ୍ ଦୁକାଇଲାଟାନେ ତମେ ଡାଟ୍ ସଙ୍ଗ୍ ରୁଆ ।