2 ପର୍ମେସର୍କେ ନାମ୍ବା କେତେକ୍ ଲକ୍ ଆକ୍ମାରି କାନ୍ଦିକରି ତିପାନର୍ ମଲା ଗାଗଡ୍ ନେଇ ସମାଦି କଲାଇ ।
ଜଅନର୍ ସିସ୍ମନ୍ ତେଇର୍ କବର୍ ସୁନି ଆଇଲାଇ, ଆରି ମଲା ମଡ୍କେ ନେଇ ମସ୍ନେ ତପ୍ଲାଇ ।
ସେବେଲେସେ ଜିରୁସାଲାମେ ସିମିୟନ୍ ନାଉଁର୍ ଗଟେକ୍ ଦରମ୍ ଲକ୍ ରଇଲା । ସେ ମାପ୍ରୁ ଦେକ୍ବା ଇସାବେ ନିମାନ୍ ଲକ୍ । ଇସ୍ରାଏଲ୍ ଦେସେ ଉଦାର୍କାରିଆ ଆସି ସାନ୍ତି ଦେଅ ବଲି ଜାଗିରଇଲା । ଆରି ତାର୍ଟାନେ ସୁକଲ୍ ଆତ୍ମା ବାସାଅଇରଇଲା ।
ସେ ଗଟେକ୍ ଦରମ୍ ଲକ୍ ରଇଲା । ସେ ଆରି ତାକର୍ ଗରର୍ ଲକ୍ମନ୍ ସବୁ ପର୍ମେସର୍କେ ଉପାସନା କର୍ତେ ରଇଲାଇ । ସେ ରକିଦୁକି ଜିଉଦିମନ୍କେ ବେସି ଉପ୍କାର୍ କର୍ତେ ରଇଲା । ଆରି ଜେଡେବେଲ୍ ମିସା ପର୍ମେସର୍କେ ପାର୍ତନା କର୍ତେ ରଇଲା ।
ଜଗତର୍ ବିନ୍ ବିନ୍ ଦେସେଅନି ଆସିରଇଲା ଜିଉଦି ଲକ୍ମନ୍ ସେଡ୍କିବେଲେ ଜିରୁସାଲମେ ରଇଲାଇ ।
ସାଉଲ୍ ତିପାନର୍ ମରନେ ରାଜିଅଇକରି ତେଇ ରଇଲା । ସେ ଦିନେଅନି ଜିରୁସାଲାମେ ରଇବା ମଣ୍ଡଲିମନ୍କେ ଲକ୍ମନ୍ ଜବର୍ ତାଡ୍ନା ଦେବାର୍ ଆରାମ୍ କଲାଇ । ସେଟାର୍ପାଇ ପେରିତ୍ ସିସ୍ମନ୍ ତେଇରଇଲାଇ ଆରି ବିନ୍ ବିସ୍ବାସିମନ୍ ଜିବନ୍ ଆତେଦାରି ଜିଉଦା ଆରି ସମିରଣ୍ ଜାଗାଇ ପାଲାଇଲାଇ ।
ମାତର୍ ସାଉଲ୍ ମଣ୍ଡଲିକେ କୁରୁପ୍ନାସ୍ କର୍ବାକେ ଚେସ୍ଟା କଲା । ସେ ଗରେ ଗରେ ଜାଇ ଜିସୁକେ ବିସ୍ବାସ୍ କର୍ବା ମୁନୁସ୍ ପିଲା ଆରି ମାଇଜି ଟକିମନ୍ ସବୁକେ ଜିକି ଆନି ବନ୍ଦି ଗରେ ପୁରାଇ ଦେଲା ।