19 “ମୁଇ ବିନ୍ ଲକର୍ ଉପ୍ରେ ଆତ୍ ସଙ୍ଗଇଲେ, ସେମନ୍ ଜେନ୍ତି ସୁକଲ୍ ଆତ୍ମା ପାଇପାର୍ବାଇ, ସେଟାର୍ ପାଇ ମକେ ସେ ବପୁ ଦିଆ ।”
ତମେ ନିଜର୍ ନିଜର୍ ବିତ୍ରେ ସନ୍ମାନ୍ ପାଇବାକେ ମନ୍କଲାସ୍ନି । ମାତର୍ ପର୍ମେସରର୍ ଆଲାଦ୍ ପାଇବାକେ ମନ୍ କରାସ୍ ନାଇ । ସେନ୍ତି ବଇଲେ ତମେ କେନ୍ତି ମକେ ବିସ୍ବାସ୍ କରିପାରାସ୍ ?
ପିତର୍ ଆରି ଜଅନ୍ ସେମନର୍ ଉପ୍ରେ ଆତ୍ ସଙ୍ଗଇଲା ଦାପ୍ରେ ସେମନ୍ ସୁକଲ୍ ଆତ୍ମା ପାଇଲାଇ ।
ପେରିତ୍ ସିସ୍ମନ୍ ବିସ୍ବାସିମନର୍ ଉପ୍ରେ ଆତ୍ ସଙ୍ଗଇଲାକେ ସୁକଲ୍ଆତ୍ମା ପାଇଲାଟା ଦେକି, ସିମନ୍, ପିତର୍ ଆରି ଜଅନ୍କେ ଡାବୁ ଜାଚ୍ଲା ଆରି କଇଲା,
ମାତର୍ ପିତର୍ ତାକେ କଇଲା, “ତର୍ ଡାବୁ ତର୍ ସଙ୍ଗ୍ ନସ୍ଟ ଅ । ତର୍ ସଙ୍ଗ୍ ତର୍ ଡାବୁ ମିସା ନର୍କେ ଜାଅ । କାଇକେବଇଲେ ପର୍ମେସରର୍ ଦାନ୍ ଡାବୁସଙ୍ଗ୍ ଗେନ୍ବି ବଲି ବାବ୍ଲୁସ୍ନି ।
ତମର୍ ନଅରେ ରଇବା ମଣ୍ଡଲିର୍ ଲକ୍ମନ୍କେ ମୁଇ ଆଗ୍ତୁ ଗଟେକ୍ ଚିଟି ଲେକିରଇଲି । ମାତର୍ ଡାୟଟେପିସ୍ ମର୍ କାତା ଦାରେନାଇ । କାଇକେବଇଲେ ସେ ନିଜେ ମଣ୍ଡଲିର୍ ନେତା ଅଇବି ବଲି ମନ୍କଲାନି ।