18 ପେରିତ୍ ସିସ୍ମନ୍ ବିସ୍ବାସିମନର୍ ଉପ୍ରେ ଆତ୍ ସଙ୍ଗଇଲାକେ ସୁକଲ୍ଆତ୍ମା ପାଇଲାଟା ଦେକି, ସିମନ୍, ପିତର୍ ଆରି ଜଅନ୍କେ ଡାବୁ ଜାଚ୍ଲା ଆରି କଇଲା,
ଜରର୍ ଲକ୍ମନ୍କେ ନିମାନ୍ କରା, ମଲା ଲକ୍ମନ୍କେ ଉଟାଆ, ବଡ୍ ରଗିମନ୍କେ ନିମାନ୍ କରା, ଡୁମାମନ୍କେ କେଦିଦିଆସ୍ । ଏ ସବୁ ସରଗର୍ ମାପ୍ରୁର୍ ତେଇଅନି ତିନ୍ପଲିଆରେ ମିଲାଇ ଆଚାସ୍ । ସେନ୍ତି ବିନ୍ ଲକ୍ମନ୍କେ କାଇଟା ନ ମାଙ୍ଗ୍ତେ ଦିଆସ୍ ।
ପିତର୍ ଆରି ଜଅନ୍ ସେମନର୍ ଉପ୍ରେ ଆତ୍ ସଙ୍ଗଇଲା ଦାପ୍ରେ ସେମନ୍ ସୁକଲ୍ ଆତ୍ମା ପାଇଲାଇ ।
“ମୁଇ ବିନ୍ ଲକର୍ ଉପ୍ରେ ଆତ୍ ସଙ୍ଗଇଲେ, ସେମନ୍ ଜେନ୍ତି ସୁକଲ୍ ଆତ୍ମା ପାଇପାର୍ବାଇ, ସେଟାର୍ ପାଇ ମକେ ସେ ବପୁ ଦିଆ ।”
ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସଙ୍ଗ୍ କିରଜାଟି ଅଇ ଲାଗି ରଇସି । ସେନ୍ତାରି ଲକର୍ ମନ୍ କାରାପ୍ ଅଇଲା ଆଚେ ଆରି ସତ୍ ବିସଇ ତାକର୍ ମନ୍କେ ନ ଜାଏ । ସେମନ୍ ପର୍ମେସରର୍ ବିସଇ ସିକାଇତେରଇଲେ ଡାବୁ ମିଲ୍ତେରଇସି ବଲି ବାବ୍ଲାଇନି ।