15 ସେମନ୍ ତେଇ କେଟ୍ଲା ପଚେ ସମିରଣର୍ ବିସ୍ବାସିମନ୍ ସୁକଲ୍ ଆତ୍ମା ପାଇବାକେ, ପାର୍ତନା କଲାଇ ।
କାଲି ସେତ୍କି ନଏଁ, ମୁଇ ତମ୍କେ ସତ୍ କଇଲିନି, ଜେଡେବେଲେ ମିସା ଏ ଜଗତେ ତମେ ଦୁଇ ଲକ୍ ଜନ୍ ବିସଇ ନେଇକରି ଗଟେକ୍ ମନ୍ ଅଇକରି ପାର୍ତନା କଲେ, ମର୍ ସରଗର୍ ବାବା ତମେ ମାଙ୍ଗ୍ଲାଟା ପୁରୁନ୍ କର୍ସି ।
ସେମନ୍କେ ପାଚାର୍ଲା “ତମେ ବିସ୍ବାସି ଅଇବା ବେଲାଇ ସୁକଲ୍ ଆତ୍ମା ପାଇରଇଲାସ୍ କି ?” ସେମନ୍ କଇଲାଇ, “ସୁକଲ୍ ଆତ୍ମା ଆଚେ ବଲି ଆମେ କେବେ ମିସା ସୁନୁ ନାଇ ।”
ପିତର୍ ସେମନ୍କେ କଇଲା, “ତମେ ଗଟେକ୍ ଗଟେକ୍ ଲକ୍ ପାପେଅନି ବାଉଡିକରି ଜିସୁ କିରିସ୍ଟର୍ ନାଉଁ ଦାରି ଡୁବନ୍ ନେବାର୍ ଆଚେ, ଜେନ୍ତାରି କି ତମର୍ ପାପ୍ ସବୁ କେମା ଅଇସି ଆରି ପରମେସର୍ ତମ୍କେ ସୁକଲ୍ ଆତ୍ମା ଦେଇସି ।
ତେବେ ଜେ ନାଜାନ୍ଲା ବାସାଇ କାତା ଅଇସି, ସେ କାତା ଅଇଲାଟା ବୁଜାଇବା ଦାନ୍ ମିଲ ବଲି ପାର୍ତନା କର ।
ଆରି ମୁଇ ସାର୍ଦା ଅଇତେରଇବି । କାଇକେବଇଲେ ତମେ ମର୍ପାଇ ପାର୍ତନା କଲାସ୍ନି ବଲି ମୁଇ ଜାନି । ଆରି ଜିସୁକିରିସ୍ଟର୍ ସୁକଲ୍ ଆତ୍ମାର୍ ସାଇଜର୍ଲାଗି ପର୍ମେସର୍ ମକେ ମୁକ୍ଲାଇସି ।