58 ତାକେ ନଅରର୍ ବାଇରେ ଜିକିନେଇକରି ତାର୍ ଉପ୍ରେ ପାକ୍ନା ସଙ୍ଗ୍ ମାର୍ବାର୍ ଦାର୍ଲାଇ । ସାକି ଦେଉମନ୍ ତିପାନ୍ ପିନ୍ଦିରଇଲା ବସ୍ତର୍ ସାଉଲ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡାକେ ଜିମାଦେଇ ଚାଡି ଜାଇରଇଲାଇ ।
ଆରି ସେମନ୍ ଉଟିକରି ଜିସୁକେ ନଅରେଅନି ବାର୍କରାଇଦେଲାଇ । ତାକର୍ ନଅରର୍ ଜନ୍ ପର୍ବତ୍ ଉପ୍ରେ ତିଆର୍ ଅଇରଇଲା, ସେ ପର୍ବତର୍ ଦାରେଅନି ତଲେ ପିଙ୍ଗିଦେଉଁ ବଲି, ତାକେ ତେଇ ଦାରିଗାଲାଇ ।
ଆରି ଜେଡେବେଲ୍ ତମର୍ ସାକି ଦେଇ ରଇବା ତିପାନ୍କେ ମରାଇଦେଲାଇ, ମୁଇ ନିଜେ ତେଇ ରଇଲି, ତାକେ ମାରି ମରାଇଦେବାକେ ରାଜିଅଇରଇଲି । ମାରୁମନର୍ ବେଟ୍ଲା ବସ୍ତର୍ ଜାଗି ରଇଲି ।”
ସେମନ୍ ଆଉଲି ଅଇକରି ବସ୍ତର୍ ଉପ୍ରେ ଉଡାଇତେରଇଲାଇ ଆରି ଦୁଲି ମିସା ଉପ୍ରେ ଉଡାଇତେ ରଇଲାଇ ।
ମାପ୍ରୁର୍ ବାଟେ ଜିବା ଲକ୍ମନ୍କେ ମାର୍ଦାର୍ କରି ସେମନ୍କେ ମରାଇଦେଇତେ ରଇଲି । ମାଇଜିଟକି ମୁନୁସ୍ପିଲା ସବୁକେ ବାନ୍ଦିକରି ବନ୍ଦି ଗରେ ପୁରାଇ ଦେଇତେ ରଇଲି ।
ମୁଇ ଜିରୁସାଲାମେ ସେନ୍ତି କଲି । ମୁକିଅ ପୁଜାରିମନର୍ତେଇଅନି ଅଦିକାର୍ ଚିଟି ପାଇ, ପରମେସରର୍ ବେସି ଲକ୍ମନ୍କେ ବାନ୍ଦି କରି, ବନ୍ଦି ଗରେ ପୁରାଇଦେଲି । ଆରି ସେମନ୍କେ ମରନର୍ ଡଣ୍ଡ୍ ଦେବାକେ ବିଚାର୍ନା କଲାବେଲେ, ସେମନର୍ ବିରୁଦେ ଟିଆଅଇଲି ।
ଏଲେମିସା ସେ “ମସାର୍ ବିରଦେ ଆରି ପର୍ମେସରର୍ ବିରଦେ କାତା କଇବାଟା ଆମେ ସୁନ୍ଲୁ ।” ବଲି, ଏ ମିଚ୍ ସାକି ଦେବାକେ କେତେ ଲକ୍କେ ଲାଁଚ୍ ଦେଇ ଉସ୍କାଇଲାଇ ।
ତାର୍ ପଚେ ସେମନ୍ ତାର୍ ବିରୁଦେ ମିଚ୍ ସାକି ଦେବାକେ କେତେଟା ଲକ୍ମନ୍କେ ବିତ୍ରେ ଆନ୍ଲାଇ । ସେମନ୍ କଇଲାଇ, “ଏ ଲକ୍ ସବୁବେଲେ ଆମର୍ ସୁକଲ୍ ମନ୍ଦିର୍ ଆରି ମସାର୍ ରିତିନିତି ବିରୁଦେ ନିନ୍ଦା କାତା କଇବୁଲ୍ଲାଇନି ।
ବଡ୍ ସବାର୍ ଲକ୍ମନ୍ ସେ କାତା ସୁନିକରି ଆତ୍ ସଙ୍ଗ୍ କାନେ ଚୁଟିଅଇଦେଲାଇ, ଆରି ବେସି ଆଉଲିଅଇଲାଇ । ତାର୍ପଚେ ସବୁଲକ୍ ଗଟେକ୍ ଅଇକରି ତିପାନର୍ ବାଟେ ଉଦ୍ଲି ଆଇଲାଇ ।
ସାଉଲ୍ ତିପାନର୍ ମରନେ ରାଜିଅଇକରି ତେଇ ରଇଲା । ସେ ଦିନେଅନି ଜିରୁସାଲାମେ ରଇବା ମଣ୍ଡଲିମନ୍କେ ଲକ୍ମନ୍ ଜବର୍ ତାଡ୍ନା ଦେବାର୍ ଆରାମ୍ କଲାଇ । ସେଟାର୍ପାଇ ପେରିତ୍ ସିସ୍ମନ୍ ତେଇରଇଲାଇ ଆରି ବିନ୍ ବିସ୍ବାସିମନ୍ ଜିବନ୍ ଆତେଦାରି ଜିଉଦା ଆରି ସମିରଣ୍ ଜାଗାଇ ପାଲାଇଲାଇ ।