57 ବଡ୍ ସବାର୍ ଲକ୍ମନ୍ ସେ କାତା ସୁନିକରି ଆତ୍ ସଙ୍ଗ୍ କାନେ ଚୁଟିଅଇଦେଲାଇ, ଆରି ବେସି ଆଉଲିଅଇଲାଇ । ତାର୍ପଚେ ସବୁଲକ୍ ଗଟେକ୍ ଅଇକରି ତିପାନର୍ ବାଟେ ଉଦ୍ଲି ଆଇଲାଇ ।
ଆଗିଆ, ଜିଉଦିମନ୍ ଏ ଲକ୍କେ ଦାରି ତାକେ ମର୍ତେ ମାରିଦେବାକେ ଚେସ୍ଟା କର୍ତେ ରଇଲାଇ । ସେ ଗଟେକ୍ ରମିୟ ଲକ୍ ବଲି ଜାନ୍ଲା ପଚେ, ମୁଇ ତାକେ ମର୍ ସନିଅମନ୍ ସଙ୍ଗେ ତାକେ ରକିଆ କଲି ।
ବଡ୍ ସବାର୍ ଲକ୍ମନ୍ ତିପାନ୍ କାତା ଅଇବାଟା ସୁନିକରି ବେସି ରିସା ଅଇଗାଲାଇ ଆରି ରିସାର୍ ମାଡେ ଦାତ୍ କାତ୍ରି ଅଇଲାଇ ।
ତିପାନ୍ କଇଲା, “ଏଦେ ଦେକା ! ସରଗ୍ ଉଗାଡି ଅଇବାଟା ଆରି ନର୍ପିଲା ପର୍ମେସରର୍ ଉଜାବାଟେ ଟିଆ ଅଇରଇବାଟା ଦେକ୍ଲିନି ।”
ତାକେ ନଅରର୍ ବାଇରେ ଜିକିନେଇକରି ତାର୍ ଉପ୍ରେ ପାକ୍ନା ସଙ୍ଗ୍ ମାର୍ବାର୍ ଦାର୍ଲାଇ । ସାକି ଦେଉମନ୍ ତିପାନ୍ ପିନ୍ଦିରଇଲା ବସ୍ତର୍ ସାଉଲ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡାକେ ଜିମାଦେଇ ଚାଡି ଜାଇରଇଲାଇ ।