49 ମାପ୍ରୁ କଇଲାନି, ସରଗ୍ ମର୍ ବସ୍ବା ଜାଗା ଦର୍ତନି ଅଇଲାନି ମର୍ ପାଦର୍ ପିଡା । ତମେ ମର୍ପାଇ କେନ୍ତାରି ଗର୍ ତିଆର୍ କର୍ସା ? ମୁଇ ପୁଣ୍ଡ୍ବାକେ କନ୍ତି ଜାଗା ଆଚେ କି ?
କେ ମିସା ସରଗର୍ ନାଉଁ ଦାରି ପର୍ମାନ୍ କଲେ, ସେ ପରମେସରର୍ ବସ୍ବା ଜାଗା ଆରି ସେ ବସ୍ବା ଜାଗାଇ ବସି ରଇବା ପର୍ମେସରର୍ ନାଉଁ ଦାରି ପର୍ମାନ୍ କର୍ସି ।
ଜିସୁ କଇଲା, “ଏବେ ସିନା ଏ ସବୁ ଦେକ୍ଲାସ୍ନି । ମୁଇ ତମ୍କେ ସତ୍ କଇଲିନି ଏ ମନ୍ଦିରର୍ ଗଟେକ୍ ମିସା ପାକ୍ନା ତାର୍ ଜାଗାଇ ନ ରଏ । ସବୁଜାକ ଅଦ୍ରି ବିଲିଜାଇସି ।”
ଜିସୁ ତାକେ କଇଲା, “ଏ ମାଆ ମର୍କାତା ବିସ୍ବାସ୍ କର୍ । ଏନ୍ତାରି ବେଲା ଆଇଲାନି ତମେ ପର୍ମେସର୍କେ ଏ ଡଙ୍ଗ୍ରେ କି ଜିରୁସାଲାମେ ମିସା ଉପାସନା ନ କରାସ୍ ।
ଜେ ଜିତ୍ସି ମର୍ ଲଗେ ତାକେ ବସାଇ ସାସନ୍ କର୍ବାକେ ଅଦିକାର୍ ଦେବି । ମୁଇ ଜିତ୍ଲି ଆରି ଏବେ ମର୍ ବାବାର୍ ଲଗେ ବସି ସାସନ୍ କଲିନି ।