41 ସେବେଲେ ସେମନ୍ ତେଇ ଗଟେକ୍ ବାଚାପିଲା ପାରା ଡିସ୍ବା ପୁତ୍ଲା ତିଆର୍କଲାଇ । ଆରି ତାର୍ଲାଗି ପୁଜାକରୁ ବଲି ଚଗାଇଲାଇ । ଆରି ନିଜେ ତିଆର୍ କରିରଇବା ସେ ମୁର୍ତିକେ ସନ୍ମାନ୍ ଦେବାକେ ଗଟେକ୍ ବଜି କଲାଇ ।
ଏ ମର୍ଡି ଅଇଲାର୍ ପାଇ ଜେତ୍କି ରଇଲା ମନସ୍ ଜାତି, ଆତେ ତିଆର୍କରି ରଇବାଟାକେ ଚାଡତ୍ନାଇ । ଗଚ୍ସଙ୍ଗ୍, ପାକ୍ନାସଙ୍ଗ୍, ପିତଲ୍ସଙ୍ଗ୍, ରୁପାସଙ୍ଗ୍ ଆରି ସୁନାସଙ୍ଗ୍ ତିଆର୍ କରିରଇବା ମୁର୍ତିମନ୍କେ ଆରି ଡୁମାମନ୍କେ ସେବା କର୍ବାଟା ସେମନ୍ ଚାଡତ୍ନାଇ ।